ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ର ବହୁ ଚର୍ଚ୍ଚିତ ବାଘୁଣୀ ସୁନ୍ଦରୀର ଠିକଣା ବଦଳିବାକୁ ଯାଉଛି। ସୁନ୍ଦରୀ ପାଇଁ ତିଆରି ହେବ ୨୮ ହେକ୍ଟର ଜମିରେ ନୂଆ ଏନକ୍ଲୋଜର । ସ୍ଥାନ ନିର୍ଦ୍ଧାରଣ କରିବାକୁ ଆସିବେ କେନ୍ଦ୍ରୀୟ ଦଳ। ଆଜି ଭୁବନେଶ୍ୱର ରେ ଅନୁଷ୍ଠିତ ଏ ସଂକ୍ରାନ୍ତୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।