ବଦଳିବ ରାଜ୍ୟ ସଚିବାଳୟ ନାମ State By MEDIA INDIA News On Jul 29, 2019 0 141 Share ଓଡ଼ିଶା ରାଜ୍ୟ ସଚିବାଳୟର ନାମ ବଦଳାଇ ରଖାଯିବ ଲୋକସେବା ଭବନ।ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏବେକାର ସଚିବାଳୟ କୁ ୧୯୫୯ ମସିହାରେ ତତ୍କାଳୀନ କେନ୍ଦ୍ରୀୟ ମନ୍ତ୍ରୀ ଗୋବିନ୍ଦ ବଲଃବ ପନ୍ତ ଉଦଘାଟନ କରିଥିଲେ। 0 141 Share FacebookTwitterGoogle+ReddItWhatsAppPinterestEmail