Webportal

ବସ ଧର୍ମଘଟ ସ୍ତଗିତ

sanitry
0 154

ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ମାଲିକ ସଂଘ।ଅକ୍ଟୋବର ୩୧ ଯାଏ ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ।୧୦ରୁ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ।ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ।

Square Ad 1
Leave A Reply

Your email address will not be published.