Webportal

ଭାରତରେ ଯୁବଗୋଷ୍ଠୀଙ୍କ ଆତ୍ମହତ୍ୟା ପ୍ରବୃତ୍ତି ଉଦ୍ବେଗଜନକ ସ୍ଥିତିରେ

sanitry
0 207

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଭାରତବର୍ଷ ଦକ୍ଷିଣପୂର୍ବ ଏସିଆରେ ଆତ୍ମହତ୍ୟାର ମୁଖ୍ୟ କେନ୍ଦ୍ରସ୍ଥଳ ପାଲଟିଛି।ଏହି ରିପୋର୍ଟ ଅନୁଯାୟୀ ଏକଲକ୍ଷ ଲୋକଙ୍କ ମଧ୍ୟରେ ୧୬.୫ ପ୍ରତିଶତ ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି।ଜାତୀୟ ଅପରାଧ ସରଂକ୍ଷଣ ବ୍ୟୁରୋ ରିପୋର୍ଟ ଅନୁସାରେ ୧୫ ରୁ ୨୯ ବୟସର ଯୁବଗୋଷ୍ଠୀ ଆତ୍ମହତ୍ୟା ଭଳି ଏକ ସାମାଜିକ ଅପରାଧକୁ ଆପଣାଇ ନେଉଛନ୍ତି।ଏହି ରିପୋର୍ଟ ଅନୁସାରେ ପ୍ରତି ଘଣ୍ଟାରେ ଭାରତରେ ଜଣେ ଛାତ୍ର ଆତ୍ମହତ୍ୟା କରୁଛି। ବହୁଳ ଭାବରେ ସୋସିଆଲ ମିଡ଼ିଆର ବ୍ୟବହାର, ଆର୍ଥିକ ବିଶୃଙ୍ଖଳା, ପରିବାର ଭିତରେ ଅସମାନତା,ଶିକ୍ଷା କ୍ଷେତ୍ରରେ ମାନସିକ ଚାପ ପ୍ରଭୃତି ସମସ୍ୟା ଯୁବଗୋଷ୍ଠୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି।ଓଡିଶାରେ ମଧ୍ୟ ଏହି ପରମ୍ପରା ବା ଧାରା ବଡିବାରେ ଲାଗିଛି ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ।

Square Ad 1
Leave A Reply

Your email address will not be published.