ନିଆଳୀ ବ୍ଳକ କସର୍ଦ୍ଧା ପଞ୍ଚାୟତ ପତ୍ରକଣା ବୁଥ ନଂ. ୧୩୫ ରେ ମତଦାନ ବନ୍ଦ। ଦିନ ୧୦.୩୦ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ EVM MECINE ଉପରେ ପଡ଼ି ଯାଇଥିଲେ ଫଳରେ ମତଦାନ ମେସିନ କନେକ୍ସନ
ଛିନ୍ନ ହୋଇଯାଇଥିଲା । ଘଟଣାରେ ପୁଲିଙ୍ଗ ଏଜେଣ୍ଟ ରମେଶ ଚନ୍ଦ୍ର ସାହୁଙ୍କ ଭାଇ ସୁକାନ୍ତ ସାହୁ ଆହାତ ହୋଇଛନ୍ତି । ବୁଥର ଫୁଲିଙ୍ଗ ଅଫିର୍ ମତଦାନ ପ୍ରକ୍ରିୟା ବନ୍ଦ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

Prev Post
Next Post