ରାଜ୍ୟରେ ବ୍ୟାଙ୍କ ଗୁଡିକ ୧୦ ରୁ ୪ ଖୋଲିବା ପାଇଁ ଜାରି ହେଲା ନିର୍ଦେଶନାମା BreakingPublic Interest By MEDIA INDIA News On May 21, 2020 0 250 Share ଆଜି ଓଡ଼ିଶା ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ବ୍ୟାଙ୍କ ଏଣିକି ଦିନ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ପୂର୍ଣ କ୍ଷମତାରେ କାର୍ଯ୍ୟ କରିବେ। ବ୍ୟାଙ୍କର ସମସ୍ତ କର୍ମଚାରୀ ପୂର୍ବଭଳି ସବୁଦିନ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ରହିବେ। 0 250 Share FacebookTwitterGoogle+ReddItWhatsAppPinterestEmail