Webportal

୩୭୦ ଉଚ୍ଛେଦ ପରେ ଏବେ ମିଶନ ବେଆଇନ ବାଂଲାଦେଶୀ ଅନୁପ୍ରବେଶ, ଅମିତ ସାହ

sanitry
0 206

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜର ପ୍ରଥମ ଆନ୍ତର୍ଜାତିକ ବୈଠକରେ ବଙ୍ଗଳାଦେଶ କୁ ପୂର୍ବତର ଭାରତରେ ହେଉଥିବା ଅବୈଧ ଅନୁପ୍ରବେଶ ସମ୍ପର୍କରେ ଅବଗତ କରାଇଛନ୍ତି।ଗୃହମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତା ର ସପ୍ତମ ବୈଠକରେ ବଙ୍ଗଳାଦେଶ ର ଗୃହମନ୍ତ୍ରୀ ଅସଦ ଉଚ୍ଚ ଜମା ଖାନଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ସମୟରେ ଏହା କହିଛନ୍ତି।ଗୃହ ମନ୍ତ୍ରୀ ଭାବେ ଦାଇତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର କୌଣସି ବିଦେଶୀ ନେତା ସହ ପ୍ରଥମ ବୈଠକ ଥିଲା ଯେଉଁଥିରେ ପୂର୍ବତର ଭାରତରେ ଅନୁପ୍ରବେଶ ସମସ୍ୟା ର ସମାଧାନ ଖୋଜିବା ସହ ଏହି ବିଷୟରେ ଭାରତର ଚିନ୍ତାକୁ ବ୍ୟକ୍ତ କରିଥିଲେ।

Square Ad 1
Leave A Reply

Your email address will not be published.