Webportal

୪ ନଦୀର ହେବ ୪୦ ଜଳାଶୟ

sanitry
0 382

ରାଜ୍ୟର ୪ ଟି ବୃହତ ନଦୀରେ ୪୦ଟି ବୃହତ ଜଳାଶୟ କରାଯିବ।ସମୁଦ୍ରକୁ ଚାଲିଯାଉଥିବା ବର୍ଷା ଜଳକୁ ସରଂଖିତ କରି ରଖିବା ପାଇଁ ଏହି ଜଳାଶୟ କରାଯିବ।ଏଥିରେ ସମୁଦାୟ ୧୧୭୧୩ କୋଟି ଟଙ୍କା ବ୍ୟୟ କରାଯିବ।ପିପିପି ମୋଡରେ ଏହି କାର୍ଯ୍ୟ କରାଯିବ। ୠଷିକୁଲ୍ୟା,ବ୍ରାହ୍ମଣୀ, ମହାନଦୀ ଓ ବୈତରଣୀ ନଦୀରେ ଏହି ଜଳାଶୟ କରାଯିବ।୫ ବର୍ଷରେ ଏହି ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

Square Ad 1
Leave A Reply

Your email address will not be published.