Webportal

୫ଟି ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

sanitry
0 437

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟ ସରକାରଙ୍କ 5T ର ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ହର ପ୍ରଶାଦ ପଟ୍ଟନାୟକ। ସେ ତିନି ଜଣିଆ ଟିମ୍ ସହ ଛେଣ୍ଡିପଦା ବ୍ଲକ୍ ର ରାଇଝରଣ ଅଙ୍ଗନବାଡି କେନ୍ଦ୍ର ରେ ଟିକା କରଣ ସମୟରେ ପରିଦର୍ଶନ କରିବା ସହ କୋଶଳା ଓ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକ ଡାକ୍ତର , ରକ୍ତ ସଂଗ୍ରାହାଳୟ ବ୍ୟବସ୍ଥା ,ସିଜୋରିଆନ ଅପରେସନ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇଁ ସରକାରଙ୍କ ପାଖରେ ରିପୋର୍ଟ ଦେବେ ବୋଲି କହିଛନ୍ତି। ସେ ଢେ଼ଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପରିଦର୍ଶନ ସାରି ଦେବଗଡ଼ ଜିଲ୍ଲା କୁ ଯାଇଛନ୍ତି ।

Square Ad 1
Leave A Reply

Your email address will not be published.