Webportal

ମଦ ଦୋକାନ ଖୋଲିବାକୁ ଇ-ନିଲାମୀ କରିବେ ସରକାର

sanitry
0 165

୨୦୦୬ ରୁ ଆଜି ପର୍ଯ୍ୟନ୍ତ ନୂତନ ମଦ ଦୋକାନ ଖୋଲାଯାଇ ନାହିଁ, ତେଣୁ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଖୁବଶୀଘ୍ର ଇ-ଅକ୍ସନ କରାଯିବ ଯାହା କୋର୍ଟରେ ମାମଲା ବିଚାରଧୀନ ଥିବାରୁ ବିଳମ୍ବ ଘଟୁଛି। ଏ ସମସ୍ତ ସୂଚନା ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭା ରେ ଦେଇଛନ୍ତି।ସେ କହିଛନ୍ତି ଯେ ଅଧିକା ମଦ ବିକିଲେ ପୁରସ୍କୃତ କରିବା ନିଷ୍ପତ୍ତି ଷ୍ଟାଣ୍ଡିଂ କମିଟି ର ଓ ରାଜ୍ୟ ସରକାର ଉକ୍ତ କମିଟି ର ସୁପାରିଶ ଅନୁସାରେ କାର୍ଯ୍ୟ କରିଥାନ୍ତି।

Square Ad 1
Leave A Reply

Your email address will not be published.