Webportal

ଦେଶର ମୁସଲମାନ ରାମମନ୍ଦିର ସମର୍ଥନ ରେ ଠିଆ ହେବା ପାଇଁ ବାବା ରାମଦେବ ଦେଲେ ଆହ୍ୱାନ

sanitry
0 181

ରାମ, କୃଷ୍ଣ, ଶିବ ଆଦି ଦେବତା ଭାରତର ମୁସଲମାନ ମାନଙ୍କର ମଧ୍ୟ ପୂର୍ବ ପୁରୁଷ କାରଣ ସେମାନେ ଭାରତରେ ଜନ୍ମ ନେଇଛନ୍ତି ଓ ତାଙ୍କର ଡିଏନଏ ଏଠାକାର।ତେଣୁ ଭାରତର ମୁସଲମାନ ମାନେ ଶ୍ରୀରାମ ଜନ୍ମଭୂମି ରେ ମନ୍ଦିର ନିର୍ମାଣ ପାଇଁ ଠିଆ ହୁଅନ୍ତୁ।ଏପରି ପ୍ରୟାଗରାଜ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଗୁରୁ ବାବା ରାମଦେବ କହିଛନ୍ତି।

Square Ad 1
Leave A Reply

Your email address will not be published.