Webportal

ଏଟିଏମ ଲୁଟ ଉଦ୍ୟମ

sanitry
0 309

ଅନୁଗୁଳ ଜିଲ୍ଲା ସାଉଠବଲଣ୍ଡା ସ୍ଥିତ ଷ୍ଟେଟ ବ୍ୟାଙ୍କ ଓ ଆକ୍ସସିସ ବ୍ୟାଙ୍କର ତିନୋଟି ଏ ଟି ଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ହୋଇଛି।ଘଟଣା ସ୍ଥଳରେ ତାଳଚେର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Square Ad 1
Leave A Reply

Your email address will not be published.