ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଅଘଟଣ । କିଶୋରନଗର କଲେଜ ର ପିଅନ ପରମା ସାହୁ ପଚାଶ ହଜାର ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଘୋଷର ନିକଟରେ ବାଇକରେ ତିନି ଜଣ ଦୁର୍ବୃତ୍ତ ଆଶି ଭୁଜାଲିରେ ହାଣି ଲୁଟିନେଲେ ସମସ୍ତ ଟଙ୍କା । ତାଙ୍କୁ ଗୁରୁତ୍ବର ଅବସ୍ଥାରେ କିଶୋରନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।