ବିଷାକ୍ତ ଫଳ ଖାଇ ଛଅ ଶିଶୁ ଗୁରୁତର BreakingCurrent By MEDIA INDIA News On Jan 14, 2020 0 224 Share ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ମୁଚୁରିଗାଡିଆ ଗ୍ରାମରେ ଅଭାବନୀୟ ଘଟଣା । ଗାଁ ଦାଣ୍ଡ ରେ ଖେଳୁଥିବା ବେଳେ ବିଷାକ୍ତ ଫଳ ଖାଇ ଛଅ ଶିଶୁ ଗୁରୁତର। ସମସ୍ତେ ପାଳଲହଡା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି । ସେମାନଙ୍କ ବୟସ ପାଞ୍ଚ ବର୍ଷ ରୁ ସାତ ବର୍ଷ ମଧ୍ୟରେ ଥିବା ଜଣା ପଡିଛି । 0 224 Share FacebookTwitterGoogle+ReddItWhatsAppPinterestEmail