Webportal

ନିଯୁକ୍ତି ସୂଚନା

sanitry
0 381

ଅନୁଗୋଳ ଜ଼ୀଲ୍ଲା ପାଇଁ COVID-19 ର ପରିଚାଳନା ନିମନ୍ତେ ଷ୍ଟାଫନର୍ସ,ଫାର୍ମାସିଷ୍ଟ,ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଓ ମହିଳା),ରେଡ଼ିଓ ଗ୍ରାଫର,ଲାବରଟୋରୀ ଟେକ୍ନିସିଆନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଇଛୁକ ପ୍ରାର୍ଥୀ ନିଯୁକ୍ତି ସାକ୍ଷାତକାର(walk-in-interview)ପାଇଁ ତା ୩୦/୩/2020 ଦିନ ସକାଳ ୧୧ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ CDM & PHO ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବାକୁ ଜଣାଇ ଦିଆଯାଇଛି ।ଆବେଦନ କରିବା ନିମନ୍ତେ cdmoang@gmail.comରେ ଯୋଗାଯୋଗ କରିବା ସହ ଆବେଦନପତ୍ର ର ଫର୍ମାଟ ପାଇବା ପାଇଁ 9437069194 ଓ 7008271298 ମୋବାଇଲ ନଂ ରେ ଯୋଗାଯୋଗ କରନ୍ତୁ।

Square Ad 1
Leave A Reply

Your email address will not be published.