କରୋନା ମୁକାବିଲା ପାଇଁ ଅନୁଗୁଳ ଜିଲ୍ଲାରେ ୧୮୬ ନୂତନ ପାରାମେଡ଼ିକାଲ କର୍ମୀ ନିଯୁକ୍ତ CurrentPublic Interest By MEDIA INDIA News On Mar 30, 2020 0 225 Share କରୋନା କୁ ମୁକାବିଲା କରିବା ପାଇଁ ଅନୁଗୁଳ ଜିଲ୍ଲାରେ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା।ଆଜି ଏଥିପାଇଁ ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ହୋଇଥାଏ।ଏହି ସନ୍ଦର୍ଭରେ ୧୮୬ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। 0 225 Share FacebookTwitterGoogle+ReddItWhatsAppPinterestEmail