Webportal

ଅନୁଗୁଳ ଜିଲ୍ଲାରେ ରବିବାର ଲକ ଡାଉନ ଅବମାନନା ଜନିତ ମାମଲା ରୁଜୁର ବିବରଣୀ

sanitry
0 319

ଅନୁଗୁଳ ଜିଲ୍ଲାରେ ରବିବାର ଦିନ ଲକ ଡାଉନ ନ ମାନିବା ପାଇଁ ବତୀଶ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଛଅ ଟି ମୋଟର ସାଇକେଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।ବନ୍ତଳା ଥାନାରେ ତିନି ଜଣ, ଏନଟିପିସି ଥାନାରେ ତିନିଜଣ, ତାଳଚେର ଥାନାରେ ଜଣେ, କିଶୋରନଗର ଥାନାରେ ଛଅଜଣ,ଅନୁଗୁଳ ଥାନାରେ ଦୁଇଜଣ,ଆଠମଲ୍ଲିକ ଥାନାରେ ଦୁଇଜଣ ଓ ବନରପାଲ ଥାନାରେ ପନ୍ଦର ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Square Ad 1
Leave A Reply

Your email address will not be published.