Webportal

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

sanitry
0 246

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକ ଡାଉନ ନ ମାନିବା ପାଇଁ ୩୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୧୮ ଟି ମଟର ସାଇକେଲ,ଗୋଟିଏ କାର, ଗୋଟିଏ ଅଟୋ ରିକ୍ସା ଓ ୪ ଲିଟର ଆଇ ଡି ଲିକର ଜବତ କରାଯାଇଛି।ଇଣ୍ଡଷ୍ଟ୍ରିଆଲ ଥାନାରେ ଜଣେ, ଜରପଡା ଥାନାରେ ଦୁଇ ଜଣ, କଲିଆରୀ ଥାନାରେ ୧୧ ଜଣ, ଅନୁଗୁଳ ଥାନାରେ ୮ ଜଣ,ବନରପାଲ ଥାନାରେ ଜଣେ,ଏନଟିପିସି ଥାନାରେ ୫ ଜଣ ଓ ଆଠମଲ୍ଲିକ ଥାନାରେ ୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ଜରପଡା ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସରକାରୀ କ୍ୱାରେଣ୍ଟଟାଇନ କୁ ସିଫ୍ଟ କରିଦିଆଯାଇଛି।

Square Ad 1
Leave A Reply

Your email address will not be published.