Webportal

ଅନୁଗୁଳ ଜିଲ୍ଲାରେ ରବିବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

sanitry
0 221

ଅନୁଗୁଳ ଜିଲ୍ଲାରେ ରବିବାର ଦିନ ଲକ ଡାଉନ ନ ମାନିବା ପାଇଁ ୯ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨ ଟି ମଟର ସାଇକେଲ ଓ ପ୍ରାୟ ୨୮ ଲିଟର ଲିକର ଜବତ କରାଯାଇଛି। ବନ୍ତଳା ଥାନାରେ ତିନି ଜଣ, ବନରପାଳ ଥାନାରେ ଜଣେ, ଜରପଡା ଥାନାରେ ଜଣେ, ଠାକୁରଗଡ଼ ଥାନାରେ ଦୁଇ ଜଣ ଜଣ,ହଣ୍ଡପା ଥାନାରେ ଜଣେ ଓ ପାଲ୍ଲାହଡ଼ା ଥାନାରେ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Square Ad 1
Leave A Reply

Your email address will not be published.