Webportal

ବିନା ଶ୍ରଦ୍ଧାଳୁରେ ହେଲା ହିଙ୍ଗୁଳା ଯାତ୍ରା

sanitry
0 247

ଅନୁଗୁଳ ଜିଲା ତାଳଚେର ଗୋପାଳଗଡ଼ସ୍ଥିତ ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ନିରାଡମ୍ବର ଭାବେ ପାଳନ କରାଯାଇଛି। ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମାଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ମାନି ଜଣେ ହେଲେ ଲୋକେ ଯାତ୍ରାରେ ଯୋଗ ଦେଇ ନ ଥିବା ଜଣାପଡିଛି । ଫଳରେ ଯାତ୍ରାସ୍ଥଳ ପୂରା ଖାଁ ଖାଁ ହୋଇପଡିଛି । ଯାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି। ମା’ଙ୍କ ଯାତ୍ରାକୁ ଲୋକ ଆସି ନ ଥିବାରୁ ଅନୁଗୋଳ ଏସପି ଶ୍ରୀ ଜଗମୋହନ ମୀନା ଅନୁଗୋଳ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Square Ad 1
Leave A Reply

Your email address will not be published.