Webportal

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

sanitry
0 200

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକ ଡାଉନ ନ ମାନିବା ପାଇଁ ୧୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ପ୍ରାୟ ୧୪ ଲିଟର ଲିକର ଓ ୫ ଲିଟର ତରି ଜବତ କରାଯାଇଛି।ଜରପଡା ଥାନାରେ ଜଣେ, ହଣ୍ଡପା ଥାନାରେ ଜଣେ,କିଶୋରନଗର ଥାନାରେ ଦୁଇ ଜଣ, ଖମାର ଥାନାରେ ଜଣେ ଓ ଅନୁଗୁଳ ଥାନାରେ ପାଞ୍ଚ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Square Ad 1
Leave A Reply

Your email address will not be published.