Webportal

ବିଷାକ୍ତ ମଦ ପିଇ ମୃତ୍ୟୁ

sanitry
0 237

ଭଦ୍ରକ ଜିଲ୍ଲାର ତିହିଡି ଅଂଚଳରେ ବିଷାକ୍ତ ମଦ ପିଇ ଦୁଇ ମୃତ ଓ ଅଠେଇସ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି . ଗୁରୁତର ଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଲେ ଜ଼ିଲ୍ଲାପାଳ . ଚୋରା ମଦ କେଉଁଠୁ ଆସିଲା ଓ କିଏ ଦେଲା ସେ ନେଇ ତଦନ୍ତ ହେଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଜ଼ିଲ୍ଲାପାଳ. ମଦ ମୃତ୍ୟୁ ନେଇ ଉତ୍ୟକ୍ତ ଲୋକଙ୍କ ତିହିଡି ପୀରହାଟ ନୂଆବଜ଼ାର ଠାରେ ଭଦ୍ରକ – ଚାନ୍ଦବାଲି ରାସ୍ତାରୋକ କରାଯିବ ଦ୍ୱାରା ଗାଡି ଚଳାଚଳ ବାଧାପ୍ରାପ୍ତ।

Square Ad 1
Leave A Reply

Your email address will not be published.