Webportal

ସାବିତ୍ରୀ ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାକୁ ଅନୁଗୁଳ ପୋଲିସର ବାରଣ

sanitry
0 376

ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ ସମୟରେ ଘରେ ରହି ପୂଜାର୍ଚ୍ଚନା କରିବାକୁ ଅନୁଗୁଳ ପୋଲିସ ପକ୍ଷରୁ ଲୋକଙ୍କୁ କୁହାଯାଇଛି।ଏହି ସମୟରେ ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର ଯିବାକୁ ଚେଷ୍ଟା ନ କରିବା ପାଇଁ ମଧ୍ୟ କୁହାଯାଇଛି। ଏହି ପଦକ୍ଷେପ ଏହି ବ୍ରତ ପାଳନ ସମୟରେ ସମ୍ଭାବ୍ୟ କରୋନା ସଂକ୍ରମଣ କୁ ରୋକିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ନିଆଯାଇଛି।

Square Ad 1
Leave A Reply

Your email address will not be published.