Webportal
Adarasha College

ସୋରରେ ଚକାଡୋଳା ବସ ଦୁର୍ଘଟଣାଗ୍ରସ୍ତ

sanitry
0 137

ଏକ ଦୁଃଖଦ ଘଟଣା କ୍ରମେ ସୋରରେ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ସୋର ଥାନା ଛକ ନିକଟରେ ଚକାଡୋଳା ବସ ଓଲଟି ପଡିଛି । ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଲା ଚକାଡୋଳା ବସ୍ । ବସ୍ ରେ ପ୍ରାୟେ ଷାଠିଏ ଜଣ ଯାତ୍ରୀ ଥିବାର ସୂଚନା ମିଲିଛି ।

 

 

Onida Ad
Square Ad 1
Leave A Reply

Your email address will not be published.