Webportal
Adarasha College

ଟ୍ରକ ବାଇକ ଧକ୍କାରେ ଦୁଇ ମୃତ

sanitry
0 155

ଅନୁଗୁଳ ଜିଲ୍ଲା  କଣିହାଁ, ନକ୍ ନକା ଓମ ଢାବା ପାଖରେ ଟ୍ରକ୍ ସହିତ ବାଇକ୍ ଧକ୍କାରେ ଜଣେ ଘଟଣାସ୍ଥଳରେ ମୃତ ଓ ଅନ୍ୟ ଜଣେ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ମୃତ୍ୟୁ ବରଣ କରିଛନ୍ତି।  ମୃତ ବ୍ୟକ୍ତି  କମରେଇ ଗାଁ ର ଲଲିତ ସାହୁ ଓ ଜ୍ୟୋତି ରଞ୍ଜନ ସାହୁ। ଖବର ପାଇ ଉତ୍ୟକ୍ତ ଲୋକେ ୫୩ ନମ୍ଵର୍ ରାଜପଥ ଅବରୋଧ କରିଥିଲେ। ଏନଟିପିସି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Onida Ad
Square Ad 1
Leave A Reply

Your email address will not be published.