Webportal
Adarasha College

ଜୁଏଲ ଓରାମଙ୍କ ପାଇଁ ଦୁଃଖର ସମୟ ; ହରାଇଲେ ପତ୍ନୀଙ୍କୁ

sanitry
0 43

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝୀଂଗିଆ ଓରାମଙ୍କ ପରଲୋକ। ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ପରଲୋକ। ଗତ କାଲି ରାତି 10.50 ରେ ପରଲୋକ | ମୃତ୍ୟୁ ବେଳକୁ 58 ବର୍ଷ ହୋଇଥିଲା | ଜୁଏଲ ଓରାମମଧ୍ୟ ଡେଙ୍ଗୁରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି |

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Onida Ad
Square Ad 1
Leave A Reply

Your email address will not be published.