ବଡ ମଦ ବ୍ୟବସାୟୀଙ୍କ ଉପରେ ସକାଳୁ ସକାଳୁ ଆୟକର ବିଭାଗର ଚଢଉ
ଅନୁଗୁଳ କରଡଗାଡିଆ ବାସିନ୍ଦା ମଦ ବ୍ୟବସାୟ ର ମହାରାଜା ବୋଲାଉଥିବା ବିକ୍ରମ ସାହୁଙ୍କ ଘରେ ବଡ ଧରଣର ଆୟକର ବିଭାଗର ରେଡ଼ ହୋଇଛି। ଅନୁଗୁଳ ସହିତ ତାଳଚେର, କାମାକ୍ଷାନଗର ଢେଙ୍କାନାଳ, ଭୁବନେଶ୍ୱର ଏବଂ ପୁରୀରେ ଏକକାଳୀନ ରେଡ଼ ହେଉଥିବା ସୂଚନା ମିଳିଛି। ଆୟକର ଫାଙ୍କିଥିବା ଅଭିଯୋଗ ନେଇ ଏହି…