Webportal

ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା

ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା। ଅନୁଗୁଳ ସହର ହୁଲୁରସିଂହା ଠାରେ ଥିବା ସରୋଜିନୀ ହେଲଥ କେୟାର ରେ ଘଟିଛି ଅଘଟଣ। ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା । ସୂଚନା ଯେ, ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଗାଁର ସୁଧୀର…

୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ। ଅନୁଗୁଳ ବନ ଖଣ୍ଡ କୁ ମିଳିଛି ବଡ ସଫଳତା । ବନଖଣ୍ଡ ଅନୁଗୁଳ ରେଞ୍ଜ୍ ଅଧୀନରେ ଆସୁଥିବା ସିପିପି ଛକ ଠାରୁ ଏକ ୧୦ ଚକିଆ ଟ୍ରକ ସହ କେନ୍ଦୁପତ୍ର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ଯ ୩୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।…

ଆଟେଣ୍ଡାଣ୍ଟ ହାତରେ ରୋଗୀର ଜୀବନ

ଆଟେଣ୍ଡାଣ୍ଟ ହାତରେ ରୋଗୀର ଜୀବନ।ଆଟେଣ୍ଡାଣ୍ଟ ଦେଉଛି ସାଲାଇନ,ତାହା ପୁଣି ନିଶାସକ୍ତ ଅବସ୍ଥାରେ ।ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ରୁ । ଅଭିଯୋଗ ଅନୁଯାୟୀ ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗ୍ରାମର ଶିବାଶିଷ ହୋତାଙ୍କ ମା ନଳିନୀ ହୋତା (୭୯ବର୍ଷ) ପଡ଼ିଯିବାରୁ ଆଘାତ ପ୍ରାପ୍ତ…

ଜେଲରୁ ଆଜି କେଜ୍ରିୱାଲ ବାହାରି ପାରିବେ ନାହିଁ

ଦୁର୍ନୀତି ମାମଲାରେ ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଆଶ୍ଵସ୍ଥି

ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଗୁରୁବାର ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ମନିଲଣ୍ତରିଂ ମାମଲାରେ ଜାମିନ ପ୍ରଦାନ କରିଛନ୍ତି।ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା…

ଡ୍ରେନରେ ବୁଡି ମୃତ୍ୟୁ ଘଟଣାେର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ

ରାଜଧାନୀରେ ନାଳରେ ଭାସିଯାଇ ଗୋଟିଏ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ…

ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ କରିବା ପାଇଁ ଛତିଶା ନିଯୋଗର ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ଆଗାମୀ ରଥଯାତ୍ରା କୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁ ରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି ।ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ସଂଯୋଗ। ଗୋଟିଏ ଦିନରେ ୩ ଟି ନୀତି…

ବଡ ଭାଇ ଟାଙ୍ଗୀଆ ଚୋଟ ରେ ସାନ ଭାଇ ମୃତ ?

ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ଘଟଣା । ବଡ ଭାଇ ଟାଙ୍ଗୀଆ ଛୋଟ ରେ ସାନ ଭାଇ ମୃତ୍ୟୁ ଘଟିଛି । ସୂଚନା ଯେ, ଜରାସିଂହା ପୁରୁଣା ସାହିର ବଲେହି ନାଏକ ଙ୍କ ପୁଅ ଗଦା ନାଏକ ୪୭ ଗାଁ ପାଖରେ ଥିବା ରାଇସ୍ ମିଲ୍ ରେ କାର୍ଯ୍ୟ କରନ୍ତି। ପ୍ରତ୍ୟକ ଦିନ ଘର ବାହାର ପଟରେ…

ଅଶାନ୍ତ ବାଲେଶ୍ଵରରେ ଲାଗିଛି କର୍ଫୁ ; ଯଥାସମ୍ଭବ ପରିସ୍ଥିତି ସାଧାରଣ ହେବାର ଆଶା ଓ ଭରସା

କାହାର ନଜର ଲାଗିଗଲା ଭାଇଚାରାର ସହର ବାଲେଶ୍ଵର କୁ। ଛୋଟ ଛୋଟ କଥାରୁ ଏତେ ବଡ ଘଟଣା ଘଟିଗଲା ନା ଏହା କୌଣସି ଷଡଯନ୍ତ୍ର ର ପରିଣାମ ତାହା ତ ପ୍ରକୃତ ତଦନ୍ତ ପରେ ଜଣାପଡ଼ିବ।ଗତକାଲିଠୁ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ଲାଗୁ ହୋଇଛି କର୍ଫ୍ୟୁ । ଗତକାଲି ବିଳମ୍ବିତ ରାତିରେ ଏହି କଟକଣା…