Webportal

ଅନୁଗୁଳ ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଭୋଟ ଦେଇପାରିବେନି ଅନେକ ସ୍ଥାୟୀ ବାସିନ୍ଦା

ଅନୁଗୁଳ ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଭୋଟ ଦେଇପାରିବେନି ଅନେକ ସ୍ଥାୟୀ ବାସିନ୍ଦା।ଅଦାଲତର ଆଶ୍ରୟ ନେବାକୁ ସଜବାଜ।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନରେ ନିଜ ଭୋଟଦାନ କରି ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପାଇଁ ଭୋଟର ମାନଙ୍କୁ ବିଭିନ୍ନ ଜରିଆରେ ବାରମ୍ବାର…

CAA ଅଧିନରେ ୧୪ ଜଣଙ୍କୁ ମିଳିଲା ଭାରତୀୟ ନାଗରିକତା

ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଅନୁଯାୟୀ ବୁଧବାର ଗୃହ ମନ୍ତ୍ରଣାଳୟ ୧୪ ଜଣଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ‘ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି ପରେ ପ୍ରଥମ ସେଟ୍ ନାଗରିକତ୍ୱ ପ୍ରମାଣପତ୍ର ବୁଧବାର ସରକାର ଜାରି କରିଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ…

ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ ଶୀର୍ଷ ବିଜେପି ନେତା

ଆଜି ଭାରତୀୟ ଜନତା ପାର୍ଟିର ଗୋଟିଏ ମହତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିୟାନଙ୍କ କଟାକ୍ଷ ; କେମିତି ରାତିରେ ନିଦ ହେଉଛି

ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ପାଲଲହଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ…

ବରଗଡ ବଲାଙ୍ଗୀର ସମ୍ବଲପୁର ଓ ଢେଙ୍କାନାଳ ଲୋକସଭା ଅଞ୍ଚଳ ପାଇଁ ଉତ୍ତର ଏବଂ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ପକ୍ଷରୁ…

ମଙ୍ଗଳବାର ଅନୁଗୁଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ଏକ ସାମ୍ୱାଦିକ ସମ୍ମିଳନୀରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତର ଓ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ରେ ହେଉଥିବା ପୋଲିସ ର ବ୍ୟାପକ ପ୍ରସ୍ତୁତି ଉପୟରେ ବିସ୍ତୃତ…

ରବିବାର ରାଜ୍ୟର ରାଜନୈତିକ ତାପମାତ୍ରା ରହିବ ଚରମ ସୀମାରେ

ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ନିର୍ବାଚନୀ ଉଷ୍ମତାକୁ ବଢ଼ାଇ ଦେଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନରେ ଓ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ ସୂଚନା…

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା…

ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ADR ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟ। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭ ଜଣଙ୍କ ନାଁରେ ଅପରାଧିକ ମାମଲା। ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା। ୩୭ ସାଂସଦ ପ୍ରାର୍ଥୀରୁ ୧୭ କୋଟିପତି, ମାଳବିକା ଦେବୀ ସବୁଠୁ…

ରାଜନୀତି ମଇଦାନରେ ପଛଘୁଞ୍ଚା ଦେବାର ନାହିଁ! ଘଷିପୁରା ରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ

ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ କରିବା ପରେ ସୌମ୍ୟ ଏହି ଘୋଷଣା କରିଛନ୍ତି । ସୌମ୍ୟ ବିଜେପିରୁ ଘସିପୁରା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଥିଲା, ମାତ୍ର ବିଜେପି ସେଠାରେ ଡଃ…

ପ୍ରବଳ ଖରାରେ ସୁଖିଯାଇଛି ନେତାଙ୍କ ବୁଦ୍ଧି

ପ୍ରବଳ ଖରାରେ ସୁଖିଯାଇଛି ନେତାଙ୍କ ବୁଦ୍ଧି।ଭୋଟ ପାଇଁ ସାଧାରଣ ଲୋକଙ୍କ ଜୀବନକୁ ଭାବୁଛନ୍ତି ମୂଲ୍ୟହୀନ। ରାଜ୍ୟରେ ତାତି ଏବେ ପ୍ରତ୍ୟେକ ଦିନ ସମସ୍ତ ରେକର୍ଡ ଭାଙ୍ଗି ଚାଲିଛି। ଅବସ୍ଥା ଏଭଳି ହେଇ ଗଲାଣି ଯେ ଲୋକେ ତ୍ରାହି ତ୍ରାହି ତ୍ରାହି ଡାକୁଛନ୍ତି। ଯେଉଁ ମାନଙ୍କ ପାଖରେ ଏସି ବା କୁଲର…

ଢେଙ୍କାନାଳ ଲୋକସଭା ଆସନରୁ ବିଜେପିର କିଏ ପ୍ରାର୍ଥୀ : ରୁଦ୍ର ପାଣି ନା ଖୋଦ ଧର୍ମେନ୍ଦ୍ର

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ନିର୍ବାଚନ ପାଇଁ ଢେଙ୍କାନାଳ ସଂସଦୀୟ ଆସନରୁ ପ୍ରାର୍ଥୀ ଖୋଜିବା ବିଜେପି ପାଇଁ ମୁଣ୍ଡବ୍ୟଥା ବଢାଇ ଦେଇଛି। ପୂର୍ବରୁ ଜାତୀୟ ସ୍ତରର ହେବିୱେଟ ନେତା ଓ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି…