ପ୍ରତାପ ପ୍ରଧାନଙ୍କ ବିଧାୟକ ହେବା ପଥରେ କଣ୍ଟା ତାଙ୍କରି ଆର୍ଥିକ ସ୍ୱଚ୍ଛଳ ସାଥୀ
ପ୍ରତାପ ପ୍ରଧାନ ବା ନିଲୁ! ଏହି ନାଁଟି ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅତି ଜଣାଶୁଣା ଥିବା ସହିତ ସଧାରଣ ଲୋକେ ଅତି ଆଦରର ସହିତ ନିଅନ୍ତି। କାରଣ ପ୍ରତାପ ବିଗତ ଦିନରେ ବାରମ୍ବାର ପୌର ନିର୍ବାଚନ ଜିତି କାଉନସିଲର ରହି ଆସିଥିବା ବେଳେ ଅତି ଉତ୍ତମ ଲୋକସଂପର୍କ ରଖି ଆସୁଥିଲେ। ସେ…