Webportal

ନାଟ୍ୟମ ନାଟ୍ୟ ମେଳା ଉଦଯାପିତ

ସଭାଘର ଠାରେ ଆଜି ସନ୍ଧ୍ୟାରେ ନାଟ୍ୟମ ନାଟ୍ୟ ମେଳା ଉଦଯାପିତ ହୋଇଯାଇଛି।ଶେଷ ସନ୍ଧ୍ୟାରେ ରଙ୍ଗମ୍ ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା ମଞ୍ଚସ୍ଥ ହୋଇଥିଲା ନାଟକ ସମ୍ପର୍କ। ଭଡ଼ା ଘର ସମସ୍ୟା ଓ ସମ୍ପର୍କ କୁ ନେଇ ଗତିଶୀଳ ନାଟକ। କରାଳି ମହାନ୍ତି ଙ୍କ ଘରେ ଦୀର୍ଘ ୩୬ ବର୍ଷ ଧରି ଭଡ଼ାରେ ଥିଲେ…

ରାଇରଙ୍ଗପୁର ରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ରାଇରଙ୍ଗପୁର ଉପଖଣ୍ଡର ଦୈନିକ ଖବରକାଗଜ ‘ସକାଳ’ ପ୍ରତିନିଧି ରାଜେଶ କୁମାର ଶର୍ମା ନିଜ ବାସଭବନରେ ଥିବା ସମୟରେ ତାଙ୍କ ପାଖକୁ ଏକ ଅଜଣା ମୋବାଇଲ ନମ୍ବରରୁ ଫୋନ୍‌ ଆସିଥିଲା। ଫୋନରେ ଯୁବକ ଜଣକ ରାଇରଙ୍ଗପୁର ମେଡିକାଲକୁ ଡାକିଥିଲେ। ଶ୍ରୀ ଶର୍ମା ନିଜ ବାଇକରେ ମେଡିକାଲ ଯାଉଥିବା ସମୟରେ ଟାଉନ…

କ୍ରିପ୍ଟୋ କରେନ୍ସି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କଲା ବଲାଙ୍ଗିର ପୁଲିସ୍‌

କ୍ରିପ୍ଟୋ କରେନ୍ସି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କଲା ବଲାଙ୍ଗିର ପୁଲିସ୍‌; ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେରକୁ ଧରିଲା ପୁଲିସ୍‌, ଅଭିଯୁକ୍ତ ଠାରୁ ଏକ ମର୍ସିଡିଜ୍ କାର୍ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ।ପ୍ରଶାନ୍ତ ମେହେର 12th ଫେଲ୍‌! କିନ୍ତୁ କ୍ରିପ୍ଟୋ କରେନ୍ସି କାରବାର…

ନାଟ୍ୟମ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ମଞ୍ଚସ୍ଥ ହେଲା ନାଟକ ଘିନୁଆ

ଆଜି ସନ୍ଧ୍ୟାରେ ଅନୁଗୋଳ ସଭା ଘରେ ନାଟ୍ୟମ ନାଟ୍ୟ ମେଳା ର ଚତୁର୍ଥ ରଜନୀ ରେ ପ୍ରଦର୍ଶିତ ହୋଇଥିଲା ନାଟକ ଘିନୁଆ।ସମାରୋହକୁ ଉଦ୍ଘାଟନ କରିଥିଲେ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ। ନାଟକ ଜୀବନ ଧର୍ମୀ ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ବୋଲି କହିଥିଲେ ଅଧ୍ୟାପକ ଶ୍ରୀ ଦାସ।ପାରାଦୀପ ର…

ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା

ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା।ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ।ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା।ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟିପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ।ସଂଗୃହୀତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ…

,ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ

ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ।ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ଦୁଇ ଜଣ…

ମା ବନିଲା ପିସାଚୀ; ୪ମାସର ଦୁଇ ଯମଜ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କଲା

ମା ବନିଲା ପିସାଚୀ। ୪ମାସର ଦୁଇ ଯମଜ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କଲା। ଏଭଳି ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ବସଲା ମୁଣ୍ଡା ଢ଼ିପ ସାହିରେ। ପୋଲିସ ଅଭିଯୁକ୍ତ ମାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ହତ୍ୟାକାଣ୍ଡର କାରଣ…

କେନ୍ଦ୍ର ଜାରି କଲା ନୂଆ ନିୟମ : ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା

କେନ୍ଦ୍ର ଜାରି କଲା ନୂଆ ନିୟମ : ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା।କୋଚିଂ ସେଣ୍ଟରରେ ଭର୍ତ୍ତି ହେବା ପାଇଁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି ଅନୁସାରେ: ୧. କୌଣସି କୋଚିଂ ସେଣ୍ଟରରେ ସ୍ନାତକ ବା ଗ୍ରାଜୁଏସନ୍‌ରୁ କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତି…

ନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟା;ଏଇ ବୋଧେ ପ୍ରେମ ବାନ୍ଧି ରଖିଲା ଦର୍ଶକଙ୍କୁ 

ସ୍ଥାନୀୟ ସଭାଘର ଠାରେ ନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ନାଟକ"ଏଇ ବୋଧେ ପ୍ରେମ"।ନାଟକ ଟିକୁ ରଚନା କରିଥିଲେ ଦିଲୀପ ବଳବନ୍ତ ରାୟ ଓ ନିର୍ଦ୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା।ଭୁବନେଶ୍ବର ର ବିଦ୍ୟା କନକ ସୃଜନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ଏହି ନାଟକ ସ୍ଥାନୀୟ…

ନାଟ୍ୟମ ପକ୍ଷରୁ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ

ପୁରୀ ରେ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ପରକଳ୍ପ ର ଭବ୍ୟ ଲୋକାର୍ପଣ ସମାରୋହ ଅବସରରେ ଅନୁଗୁଳ ରେ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ ହୋଇଯାଇଛି।ଏହି ସମାରୋହକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉଦ୍ଘାଟନ କରି ଜଗନ୍ନାଥ ଦର୍ଶନ ଓ…