Webportal

ରାଜରାସ୍ତା ସମସ୍ୟା ଓ ମେଡିକାଲ କଲେଜ ଦାବିକୁ ନେଇ ଗଣଧାରଣା

ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସରକାରଙ୍କ ପାଖରେ ବାରମ୍ବାର ଦାବି କରାଯିବା ପରେ ମଧ୍ୟ ଜାତୀୟ ରାଜପଥ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଫଳରେ ଲୋକ ପ୍ରତ୍ୟକ ଦିନ ଦୁର୍ଘଟଣାର ଶିକାର ହୋଇ ଅକାଳରେ ଜୀବନ ଯାଉଛି ।…

ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ ଅଫିସ୍ ଆଗରେ ଧାରଣାରେ ବସିଲେ ମହିଳା 

ପାଣି ଟୋପାଏ ପାଇଁ ଡହଳ ବିକଳ କନ୍ୟାବେଡ଼ା ଗ୍ରାମବାସି ।ଅଭିଯୋଗ କଲେ ଶୁଣୁ ନାହାନ୍ତି ବିଡ଼ିଓ ବିଭାଗୀୟ ଅଧିକାରୀ।ବିଧାୟକଙ୍କୁ କହିଥିଲୁ ଆମେ ତମକୁ ସମସ୍ତେ ଏକ ମତହେଇ ଖୁସିରେ ଭୋଟ ଦେବୁ, ହେଲେ ଆମକୁ ଖାଲି ପାଣି ସୁବିଧା ଟିକେ କରେଇ ଦିଅ।ବିଧାୟକ ହଁ ମାରିଦେଇ ଚାଲିଗଲେ, ହେଲେ ଆଉ…

୧୧ ଶହ ଆଦିବାସୀଙ୍କ ନାଁରେ ୱାରେଣ୍ଟ

୧୧ ଶହ ଆଦିବାସୀଙ୍କ ନାଁରେ ୱାରେଣ୍ଟ। ଗିରଫ ଆଶଙ୍କାରେ ଗାଁ ଗାଁରେ କୋକୁଆ ଭୟ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ। ଚାଷୀମୂଲିଆ ଆଦିବାସୀ ସଙ୍ଘର ଆଦିବାସୀ କର୍ମକର୍ତ୍ତାଙ୍କ ନାଁରେ ୱାରେଣ୍ଟ ଜାରି ହୋଇଛି। ଗତ ସପ୍ତାହରେ ସଂଘର କିଛି କର୍ମକର୍ତ୍ତାଙ୍କୁ ଗିରଫ…

୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ ନାଟ୍ୟ ମେଳା ଆସନ୍ତା ୧୮ରୁ

୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ ନାଟ୍ୟ ମେଳା ଆସନ୍ତା ୧୮ରୁ।ଆସନ୍ତା କାଲି ସବୁ ଜିଲ୍ଲା ସହିତ ଅନୁଗୁଳରେ ମଧ୍ୟ ପରିକ୍ରମା ପ୍ରକଳ୍ପ ଜନିତ ନାଟକ ମଞ୍ଚସ୍ଥ ହେବ।ଆସନ୍ତା ୧୮ ତାରିଖରୁ ୨୧ ତାରିଖ ଯାଏ ସ୍ଥାନୀୟ ସଭାଘର ଠାରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ୍ନାଟ୍ୟ ମେଳା…

ସାତକୋଶିଆ ରେ ସେଶହୋଇଛି କୁମ୍ଭୀର ଓ ପକ୍ଷୀ ଗଣନା

ସାତକୋଶିଆ ରେ ସେଶହୋଇଛି କୁମ୍ଭୀର ଓ ପକ୍ଷୀ ଗଣନା।ସାତକୋଶିଆ ଗଣ୍ଡରେ ୯୭ ଟି ମଗର, ୧୪ ଟି ଘଡିଆଳ, ୮୧ ପ୍ରଜାତିର ପକ୍ଷୀ । ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ସାତକୋଶିଆ ଗଣ୍ଡରେ ଉଭୟ ମଗର ଓ ଘଡିଆଳ କୁମ୍ଭୀରଙ୍କ ସଂଖ୍ଯା ବୃଦ୍ଧି ପାଇଥିବା…

ବ୍ଲାଙ୍କେଟରେ ସମ୍ପୂର୍ଣ୍ଣ ପୁରୀ ସହର

ପରିକ୍ରମା ପ୍ରକଳ୍ପ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ସମ୍ପୂର୍ଣ୍ଣ ପୁରୀ ସହର । ପୁରୀରେ ସୁରକ୍ଷା ନେଇ ସ୍ଥିତି ଅନୁଧ୍ୟାନ ପରେ ଏହା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ୧୭ ତାରିଖ ଲୋକାର୍ପଣ ଉସବ ଦିନ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ପୁରୀରେ ପର୍ଯ୍ୟାପ୍ତ…

ଦାଦାବଟି ମାଗୁଥିବା ଦୁର୍ଦ୍ଦାନ୍ତ ଛବି ଗିରଫ

ବାଲିଘାଟ ଅଞ୍ଚଳରେ ଗୁଣ୍ଡା ସାଜି ଦାଦାବଟି ମାଗୁଥିବା ଛବିନ୍ଦ୍ର ଲେଙ୍କା ଓରଫ ଛବିଙ୍କୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ । ରବିବାର ରାତିରେ ଛବି ନରଣପୁର ବାଲିଘାଟ ଅଞ୍ଚଳରେ ପ୍ରକାଶ ଚନ୍ଦ୍ର ତରାଇଙ୍କ ଠାରୁ ଡରାଇ ଧମକାଇ ଦୁଇ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା ପରେ ଆତଙ୍କିତ ପ୍ରକାଶ ଛବିକୁ…

ଅନୁଗୁଳ ଜିଲ୍ଲା ମହୋତ୍ସବର ପ୍ରଥମ ଦିନରେ ଦର୍ଶକ ମରୁଡି: ସାଂସଦ କହିଲେ ଯୋଗାଯୋଗର ଅଭାବ ; ବିଧାୟକ ତାଲି ପକାଇଲେ

ତିନି ଦିନିଆ ଅନୁଗୁଳ ଜିଲ୍ଲା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଉଦଘାଟନୀ ଦିବସରେ ପ୍ରଚୁର ଭିଡ ହେବାର ଆଶା ଥିଲେ। କିନ୍ତୁ ହେଲା ଏହାର ଓଲଟା। ଲାଗିଲା ଯେମିତି କମରୁ କମ ଦେଖଣାହାରୀ ମଧ୍ୟ ନ ଆସିବାରୁ ଆୟୋଜନ ସ୍ଥଳ କ୍ରୋଧିତ ଅଛି। ଆସିଥିବା ବୁଦ୍ଧିଜୀବୀ କହିଲେ…

ବରମୁଣ୍ଡା ବସଷ୍ଟାଣ୍ଡ ର ନୂଆ ରୂପ ଏମିତିକା

ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବରମୁଣ୍ଡା ବସଷ୍ଟାଣ୍ଡ | ଏୟାରପୋର୍ଟ ଭଳି ଚମକୁ ଥିବା ଏଇ ସ୍ଥାନଟି ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ । ଯାହା ପୂରା ନୂଆ ଓ ଚମକ୍‌ଦାର ଲୁକ୍‌ରେ ଆସୁଛି । ଏଇଠୁ ସାରା ଓଡ଼ିଶାକୁ ସଂଯୋଗ କରିହେବ, ବିଶାଳ ପାର୍କିଂ ଏରିଆ, ହୋଟେଲ, ଲାଉଞ୍ଜ ଭଳି ସବୁ ସୁବିଧା…

ଓୟୋ ହୋଟେଲ ରୁମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ପ୍ରେମିକ ଅଟକ

ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ଜଣଙ୍କ ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ।…