Webportal

ରାଜ୍ୟ ସରକାରଙ୍କ ନିୟମ ଠାରୁ ଅଲଗା ଅନୁଗୁଳ ଜିଲ୍ଲା ପ୍ରଶାସନର ନିୟମ

ଠିକ ପଢ଼ୁଛନ୍ତି ଆଜ୍ଞା । ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରୁଛନ୍ତି। କିନ୍ତୁ ଅନୁଗୁଳ ଜିଲ୍ଲା ପ୍ରଶାସନ ନିଜସ୍ଵ ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ ତାଲିକା ତିଆରି କରିଛନ୍ତି। ଏ କଥା ଆମେ କହୁନାହୁଁ। ଏହା…

କେମିତି ଚାଲିଛି ପ୍ରଶାସନ? ସାମ୍ବାଦିକ ମାନେ ସରକାରି ସୂଚନା ନ ପାଇବାରୁ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିବାକୁ…

ଅନୁଗୁଳ ର କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଲକୁଲ ସୂଚନା ପ୍ରଦାନ କରାଯାଉନଥିବା, ସାମ୍ବାଦିକଙ୍କୁ ଅଣଦେଖା କରିବା ଅଭିଯୋଗ ସହ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ରାଜ୍ୟପାଳଙ୍କ ଉଦେଶରେ ଦାବି ପତ୍ର ପ୍ରଦାନ କଲା ସଂଘ। ଏହା ପୂର୍ବରୁ ସଂଘର…

ଲୋକେ ପଚାରୁଛନ୍ତି ମୋଗଲ ଶାସନ କଣ ଏମିତି ଥିଲା ନା ଏହାଠାରୁ ଆହୁରି ଖରାପ ଥିଲା

ତାଳଚେର ବିଧାନସଭା ନିର୍ବାଚନ ପାଇଁ ଏଥର ବିଜେଡ଼ି ଟିକେଟ ପାଇଁ ନୂଆ ଚେହେରା ସମ୍ଭାବନା

କଥାଟା ଅନେକଙ୍କୁ ନିଶ୍ଚିନ୍ତ ଆଶ୍ଚର୍ୟ୍ଯ ଚକିତ କରୁଥିବ। କାରଣ ବର୍ତମାନର ତାଳଚେର ରୁ ବିଧାୟକ ବିଜେଡିର ବ୍ରଜ କିଶୋର ପ୍ରଧାନ ବା ବାପୁ ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ହାସଲ କରିଥିବା ଚର୍ଚ୍ଚା ହୁଏ। ଆର୍ଥିକ ଭାବେ ଯଥେଷ୍ଟ ସୁଦୃଢ଼ ଥିବା ସହିତ ବେଶ ପ୍ରଭାବଶାଳୀ ନିଜସ୍ଵ…

ଅନୁଗୁଳ ବିଧାନସଭା ନିର୍ବାଚନ ୨୦୨୪; ବିଜେଡି ଟିକେଟ ପାଇଁ ଅନେକ ଆଶାୟୀ

୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଚଳଚଞ୍ଚଲ ହୋଇପଡିଛି ଅନୁଗୁଳ ରାଜନୀତି। ତା ସହିତ ମଧ୍ୟ ଚଳଚଞ୍ଚଳ ହୋଇପଡିଛନ୍ତି ଶାସକ ଦଳ ବିଜେଡିର ଆଶାୟୀ ପ୍ରାର୍ଥୀମାନେ। ସଂପ୍ରତି ଏଠାରୁ ବିଗତ ଚାରୋଟି ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଜିତି ଆସୁଥିବା ରଜନୀକାନ୍ତ ସିଂହ ଏଥର ତାଙ୍କର ଟିକେଟ…

ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ନେଇ ଯାଉଥିବା ଯାତ୍ରୀବାହୀ ବସ ଅଟକ

ମୟୂରଭଞ୍ଜ ଜିଲ୍ଲାରେ ନିରୀହ ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସକୁ ଅଟକ ରଖାଯାଇଛି | ସୂଚନା ଅନୁଯାୟୀ ଆଜି ସକାଳୁ ବଡଖମଣ, ବହୁବନ୍ଧ, ଭୀମତାଳି ଏବଂ ବଡସିଙ୍ଗାରିଆ ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପଠାଯାଉଥିବା…

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଫଣ୍ଡା, ଦାୟିତ୍ୱରେ ରହିବେ ପିଏମ୍ ମୋଦି, ଶାହ ଓ ରାଜନାଥ

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଫଣ୍ଡା, ଦାୟିତ୍ୱରେ ରହିବେ ପିଏମ୍ ମୋଦି, ଶାହ ଓ ରାଜନାଥ। ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଷ୍ଟ୍ରାଟେଜି। ଦାୟିତ୍ୱରେ ରହିବେ ଖୋଦ୍ ମୋଦି, ଶାହା ଓ ରାଜନାଥ। ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି। ଲୋକସଭା ନୁହେଁ, ଫୋକସରେ ବିଧାନସଭା। ଆଜି…

ଚାକିରିକୁ ବର୍ଷେ ହୋଇନି, ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ

ଚାକିରିକୁ ବର୍ଷେ ହୋଇନି, ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲା ଧରାପଡ଼ିଲେ। ହେ ପ୍ରଭୁ! ଲୋଭ ପୁଣି ଏମିତି। ଓଏଏସ୍‌ ପାସ୍‌ କରି ଚାକିରି ପାଇବାକୁ ବର୍ଷେ ହୋଇନି। ହେଲେ ଲୋଭରେ ପଡ଼ିଗଲେଣି। ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ରେଶମ ନିର୍ଦ୍ଦେଶକ…

ଅଧ୍ୟକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଅଧ୍ୟାପିକା ମାନଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀ ଆଣିଲେ ଅଭିଯୋଗ

ଯେଉଁ ଅଧ୍ୟାପିକା ମାନେ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ କରିଛନ୍ତି ସେମାନେ ଠିକ୍ ସେ ଡିୟୁଟି କରନ୍ତି ନାହିଁକି ଠିକ୍‌ଠାକ୍ ପାଠ ପଢାନ୍ତି ନାହିଁ। ତେବେ ଅଧ୍ୟକ୍ଷ ଏନେଇ ବିରକ୍ତ ହେବାରୁ। ତାଙ୍କ ନାମରେ ମଥ୍ୟା ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା ମାନେ। ବାରିପଦା ଏମ୍‌ପିସି ଜୁନିୟର କଲେଜର…

ନୂଆବର୍ଷରୁ ନୂଆ ନିୟମ ; ଏସି ଟନେଲରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ

ନୂଆବର୍ଷରୁ ନୂଆ ନିୟମ ; ଏସି ଟନେଲରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ। ମରଚିକୋଟ ଛକରୁ ହେବ ନୋ’ ଭେଇକିଲ୍ ଜୋନ୍। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ। ଆମ୍ବୁଲାନ୍ସ ଯିବ ଗ୍ରୀନ୍ କରିଡରରେ। ନୂଆ ଦର୍ଶନ ବ୍ୟବସ୍ଥା ସଂପର୍କରେ ଭକ୍ତଙ୍କଠାରୁ…