Webportal

ମୁଁ ଖୁସି,ଡିଉଟି ଠିକରେ ନ କରିବାରୁ ମୋର ଚାହୁଁଥିବା ବଦଳି ହେବ: ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ

ଏପରି ବେପରୁଆ ମନୋଭାବ ପୋଷଣ କରୁଥିବା ଅଧିକାରୀଙ୍କୁ ନିଲମ୍ବନ କରିବାର ଆବଶ୍ୟକତା ରହିଛି। ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ! ଏହି ଉକ୍ତି ବର୍ତମାନର ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ପାଇଁ ଫିଟ ବସୁଛି। ଜିଲ୍ଲାର କର୍ତବ୍ୟରତ ସାମ୍ବାଦିକଙ୍କୁ ସୁଚନା…

ଗଣମାଧ୍ୟମକୁ ସୂଚନା ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କ ଅନୁମତି ନାହିଁ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ଆପଣ ଠିକ ପଢ଼ୁଛନ୍ତି। ପୂର୍ବରୁ କିଛି ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଡେପୁଟି କଲେକ୍ଟର ଓ ଉପଜିଲ୍ଲାପାଳଙ୍କ ଆଦେଶ ଅଛି କହି କେବଳ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମାନଙ୍କୁ ଖବର ସମ୍ପର୍କିତ ସୂଚନା ଦେଇ ଚୁପ ବସି ଯାଉଥିଲେ। ଅନେକ ଗଣମାଧ୍ୟମ ସଂସ୍ଥା ଏବଂ ତାଙ୍କର ପ୍ରତିନିଧି କିଛି ସୁଚନା ନ…

ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ କଳା ଦାଗ ଅନୁଗୁଳ ସୂଚନା ଓ ଲୋକସଂପର୍କ ବିଭାଗ

ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ କଳା ଦାଗ ଅନୁଗୁଳ ସୂଚନା ଓ ଲୋକସଂପର୍କ ବିଭାଗ। ସାମ୍ବାଦିକଙ୍କ ପାଖରେ ପହଞ୍ଚୁନି ଖବର ସମ୍ପର୍କିତ ସୂଚନା। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ବାସ୍ଥ୍ୟ ବୀମା କାର୍ଡ ଦିଆଯାଉନାହିଁ ସାମ୍ବାଦିକଙ୍କୁ। ରାଜ୍ୟପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଅନୁଗୁଳ ଜିଲ୍ଲା…

ବିପୁଳ ପରିମାଣରେ ବାଣ ଜବତ

ଅନୁଗୁଳ ଟାଉନ ଥାନା ଏବଂ ପ୍ରଶାସନ ର ମିଳିତ ସହଯୋଗ ରେ ବିପୁଳ ପରିମାଣରେ ବାଣ ଜବତ କରାଯାଇଛି। ସୂଚନା ଯେ, ଦୀପାବଳି ଉପଲକ୍ଷେ ଅନୁଗୋଳ ଷ୍ଟାଡିୟମ୍ ଠାରେ ସବୁଜ ବାଣ କୁ ବିକିବା ପାଇଁ ୧୨୩ ଷ୍ଟଲ୍ ଅନୁମତି ଦେଇଥିଲେ। ଆଜି ଠାରୁ ବାଣ ବିକ୍ରି ଆରମ୍ବ ହୋଇଥିଲା। ବାୟୁ ପ୍ରଦୂଷଣ ଯୁକ୍ତ ବାଣ…

୩ ମାସ ଭିତରେ ଫଇସଲା ପାଇଁ ଗ୍ରାମ ବିସ୍ଥାପନ ସମ୍ବନ୍ଧୀୟ ପିସିସିଏଫ୍ ( ବନ୍ଯଜନ୍ତୁ) ଙ୍କୁ ହାଇକୋର୍ଟର ନିର୍ଦ୍ଦେଶ

ଗତ ଦୁଇବର୍ଷ ହେଲା ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର ଉପାନ୍ତ ଅଂଚଳରୁ ଗ୍ରାମ ବିସ୍ଥାପନ ଏକ ଅଭିଯାନ ରେ ପରିଣତି ହୋଇଥିଲା । ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ଗୋଟିଏ ପରେ ଗୋଟିଏ ଗ୍ରାମ ବିସ୍ଥାପନ କରିବାରେ ସଫଳ ହୋଇଥିଲେ । କଟରଂଗ, ଟୁଲୁକା ଓ ଅଶନବାହାଳ ଗ୍ରାମର ୪୭୦ ପରିବାରକୁ ବିସ୍ଥାପନ…

କଟକରେ ନକଲି ମନ୍ତ୍ରୀ ଗିରଫ

କଟକରେ ନକଲି ମନ୍ତ୍ରୀ ଗିରଫ।ମନ୍ତ୍ରୀଙ୍କ କଣ୍ଠସ୍ବର ନକଲ କରି ୧୦ ଲକ୍ଷ ଟଙ୍କାର ଠକେଇ।କୃଷି ମନ୍ତ୍ରୀ ରଣେନ୍ଦ୍ରଙ୍କ ସ୍ବରରେ ଚାନ୍ଦା ମାଗିବା ଅଭିଯୋଗ।କିନ୍ନର ସୁଲଗ୍ନା ଓରଫ ସୌମ୍ୟରଞ୍ଜନ ପ୍ରଧାନ ଗିରଫ।ସୁଲଗ୍ନାକୁ ଗିରଫ କଲା କଟକ ସାଇବର ଥାନା ପୋଲିସ।କଟକର ଘରୋଇ ହସ୍ପିଟାଲ ମାଲିକଙ୍କଠୁ…

ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀ: କେନ୍ଦ୍ରମନ୍ତ୍ରୀ ଓ ବାଚସ୍ପତିଙ୍କ ମଝିରେ ବସିଲେ

ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ଚର୍ଚ୍ଚାରେ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଆଜି ଶପଥ ଗ୍ରହଣ ସମାରୋହ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଗଧାଡ଼ିରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା…

ଶୁଣନ୍ତୁ ପାଣ୍ଡିୟାନ ବାବୁ ; ଶବକୁ ୮ କିମି ବୋହିଲେ ପରିବାର ଲୋକ

ଶବକୁ ୮ କିମି ବୋହିଲେ ପରିବାର ଲୋକ।ଆଠ କିଲୋମିଟର ଶବକୁ କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ ।ସୂଚନା ଅନୁଯାୟୀ, ସରଧାପୁର ଗାଁର ନରେନ୍ଦ୍ର ମାଝୀଙ୍କ ପତ୍ନୀ ଦେମାଲି ମାଝୀ ଅସୁସ୍ଥ…

ଭୁବନେଶ୍ବରରେ ଅକ୍ଟୋବର ୨୫ ଅପରାହ୍ନ ୩ଟାରୁ ମା’ ଦୁର୍ଗାଙ୍କ ଭସାଣ ଯାତ୍ରା

ଭୁବନେଶ୍ବରରେ ଅକ୍ଟୋବର ୨୫ ଅପରାହ୍ନ ୩ଟାରୁ ମା’ ଦୁର୍ଗାଙ୍କ ଭସାଣ ଯାତ୍ରା। ଟ୍ରାଫିକ୍‌ ନେଇ ଗାଇଡଲାଇନ୍‌ ଜାରି କଲା କମିସନରେଟ୍‌ ପୁଲିସ।ଗାଇଡଲାଇନ୍‌ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ…

ମୃତଦେହ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି ଭଉଣୀ

ମୃତଦେହ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି ଭଉଣୀ।ଟଙ୍କା ପାଇଁ ହସ୍ପିଟାଲରେ ବନ୍ଧା ପଡ଼ିଛି ଭାଇର ଶବ । ଆଉ ଏପଟେ ମୃତଦେହ ଗାଁକୁ ଆଣିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ମୃତକଙ୍କ ୩ ଭଉଣୀ । ଗାଁ ସାରା ବୁଲି ବୁଲି ଭିକ୍ଷା ମାଗୁଛନ୍ତି । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକରେ ଏଭଳି ହୃଦୟ…