Webportal

ଶୁଣନ୍ତୁ ପାଣ୍ଡିୟାନ ବାବୁ ; ଶବକୁ ୮ କିମି ବୋହିଲେ ପରିବାର ଲୋକ

ଶବକୁ ୮ କିମି ବୋହିଲେ ପରିବାର ଲୋକ।ଆଠ କିଲୋମିଟର ଶବକୁ କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ ।ସୂଚନା ଅନୁଯାୟୀ, ସରଧାପୁର ଗାଁର ନରେନ୍ଦ୍ର ମାଝୀଙ୍କ ପତ୍ନୀ ଦେମାଲି ମାଝୀ ଅସୁସ୍ଥ…

ଭୁବନେଶ୍ବରରେ ଅକ୍ଟୋବର ୨୫ ଅପରାହ୍ନ ୩ଟାରୁ ମା’ ଦୁର୍ଗାଙ୍କ ଭସାଣ ଯାତ୍ରା

ଭୁବନେଶ୍ବରରେ ଅକ୍ଟୋବର ୨୫ ଅପରାହ୍ନ ୩ଟାରୁ ମା’ ଦୁର୍ଗାଙ୍କ ଭସାଣ ଯାତ୍ରା। ଟ୍ରାଫିକ୍‌ ନେଇ ଗାଇଡଲାଇନ୍‌ ଜାରି କଲା କମିସନରେଟ୍‌ ପୁଲିସ।ଗାଇଡଲାଇନ୍‌ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ…

ମୃତଦେହ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି ଭଉଣୀ

ମୃତଦେହ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି ଭଉଣୀ।ଟଙ୍କା ପାଇଁ ହସ୍ପିଟାଲରେ ବନ୍ଧା ପଡ଼ିଛି ଭାଇର ଶବ । ଆଉ ଏପଟେ ମୃତଦେହ ଗାଁକୁ ଆଣିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ମୃତକଙ୍କ ୩ ଭଉଣୀ । ଗାଁ ସାରା ବୁଲି ବୁଲି ଭିକ୍ଷା ମାଗୁଛନ୍ତି । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକରେ ଏଭଳି ହୃଦୟ…

୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି କାର୍ତ୍ତିକେୟ ପାଣ୍ଡିଆନ

୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି କାର୍ତ୍ତିକେୟ ପାଣ୍ଡିଆନ।ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ନୂଆନିଯୁକ୍ତି। ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି କାର୍ତ୍ତିକେୟ ପାଣ୍ଡିଆନ। ତାଙ୍କୁ…

ଗୁଜରାଟରେ ଚାଲିଛି ନକଲି ଔଷଧ କାରବାରର ଏକ ବଡ଼ ରାକେଟ

ଗୁଜରାଟରେ ଚାଲିଛି ନକଲି ଔଷଧ କାରବାରର ଏକ ବଡ଼ ରାକେଟ। ଗୁରୁତର ରୋଗ ସମସ୍ୟା ପାଇଁ ଦିଆଯାଉଥିବା ଆଣ୍ଟିବାୟୋଟିକ୍‌ ଟାବଲେଟ୍‌ରେ ମିଶ୍ରଣ କରାଯାଉଛି କ୍ୟାଲସିୟମ କାର୍ବୋନେଟ୍‌ ବା ଚୂନ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜ୍ୟ ଖାଦ୍ୟ ଏବଂ ଡ୍ରଗ୍ସ ନିୟନ୍ତ୍ରଣ ପ୍ରଶାସନ (FDCA) ଏହି ରାକେଟର…

ବୁଲା କୁକୁରଙ୍କ ଆକ୍ରମଣରେ ୱାଗ ବକରି ଚାହା କମ୍ପାନୀ ମାଲିକଙ୍କ ମୃତୁ

ବୁଲା କୁକୁରଙ୍କ ଆକ୍ରମଣରେ ପରାଗ ଦେଶାଇଙ୍କ ମୃତ୍ୟୁ। ପ୍ରତିଷ୍ଠିତ ବ୍ୟବସାୟୀ ରାସେସ ଦେଶାଇଙ୍କ ପୁଅ।ବୁଲା କୁକୁରଙ୍କ ଆକ୍ରମଣରେ ଚାଲିଗଲା ଜୀବନ । କୁକୁର ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ୱାଗ ବକରୀ ଚା’ କମ୍ପାନୀର ଏକ୍ସିକ୍ୟୁଟିଭ୍ ଡାଇରେକଟର ପରାଗ ଦେଶାଇଙ୍କ ମୃତ୍ୟୁ ହୋଇଛି ।…

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ

ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ବାରୁଆଁ ଗ୍ରାମ ନିକଟସ୍ଥ କେନାଲ ରାସ୍ତାରେ।ଅଭିଯୋଗ ମୁତାବକ ଯାଜପୁର ଜିଲ୍ଲା କଲରଙ୍ଗିଅତା ଗ୍ରାମର ଜୈନିକ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ।ସ୍ୱାମୀ ସ୍ତ୍ରୀ ଗତ ଶୁକ୍ରବାର ଦିନ ବାଇକରେ ଭୂବନକୁ ଆସି ସଂଧ୍ୟାରେ…

ସ୍ବେଛାକୃତ ଅବସର ନେଇ ହିରୋ ପାଲଟିଲେ ଭି କେ ପାଣ୍ଡିୟନ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ କାର୍ତ୍ତିକେୟନ ପ୍ରଶାସନିକ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି…

୧୫ ଗ୍ରାମ ବ୍ରାଉନ ସୁଗାର ଜବତ;୪ ଗିରଫ

ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ରାଜକିଶୋର ପଡା ଟାଉନ ହାଇ ସ୍କୁଲ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଟାଉନ୍ ଥାନା। ସୂଚନା ଯେ, ପୂଜା ବଜାର ରେ ନିଶା କାରବାର ଚାଲିଥିବାର ସୂଚନା ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ଙ୍କ…

ଅନୁଗୁଳ ରେଳ ଷ୍ଟେସନ ରେ ନାହିଁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଚିନ୍ତା ;ଅନ୍ଧାର ହେଲେ ମଧ୍ଯ ପରିସର ଆଲୋକିତ କରାଇବାରେ…

ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ସମସ୍ତେ ଲଗାତାର ଭାବେ ବିଶ୍ଵ ସ୍ତରୀୟ ରେଳ ଷ୍ଟେସନ ର ସ୍ବପ୍ନ ଦେଖାଇ ଆସୁଛନ୍ତି। ନିରୀହ ଜନତା ମଧ୍ଯ ସେହି ସ୍ୱପ୍ନରେ ଦିନ କାଟି ଦେଉଛି। କିନ୍ତୁ ବାସ୍ତବ ଚିତ୍ର ସ୍ବପ୍ନକୁ କୁରାଡି ମାରିବାଠୁ କମ ନୁହଁ। ଆମ…