Webportal

ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତରେ ୫୨୬ ଟି ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୬ ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧ କୋଟି ୫୮ ଲକ୍ଷ ୪୦ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ…

ହାତୀ ପାଇଁ ଅତିଷ୍ଠ ଜନତା ;ତିନି ଦିନ ବ୍ୟାପି ଗଣ ଧାରଣା ଦେବ ସାମାଜିକ ସୁରକ୍ଷା ମଞ୍ଚ

ଅନୁଗୁଳ ମାରୱାଡି ଧର୍ମଶାଳା ଠାରେ ସାମାଜିକ ସୁରକ୍ଷା ମଞ୍ଚ ବନ୍ତଳା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବନ୍ତଳା ଅଞ୍ଚଳରେ ଦିନକୁ ଦିନ ବଢୁଥିବା ହାତୀ ସମସ୍ୟାକୁ ନେଇ ଉଦ୍‌ବେଦ ପ୍ରକାଶ ପାଉଛି । ହାତୀ ଜନିତ ସମସ୍ୟା ଦ୍ବାରା ଜୀବନ ଜୀବିକା ଏକ ପ୍ରକାରର ବିପନ୍ନ,…

ଅନୁଗୁଳରେ ପୂଜା କମିଟି କର୍ମକର୍ତା ଆଡରେ ମାତିବାକୁ ଲାଗିଲେଣି ଲୁଟେରା

ସବୁବର୍ଷ ଭଳି ଏଥର ବି ପୂଜା ଋତୁ ଆରମ୍ଭ ରୁ ଚାନ୍ଦା ଆଦାୟ ନାଁ ରେ ମାତିବା ଆରମ୍ଭ କରିଛନ୍ତି କିଛି ପୂଜା କମିଟି ର ସଦସ୍ୟ। ଲୋକେ ଡରିମରି ଚାନ୍ଦା ଦେଉଥିବାରୁ ଏମାନଙ୍କୁ ଆପଣ ଲୁଟେରା ଗ୍ୟାଙ୍ଗ ବୋଲି ଆଖ୍ୟା ଦେଇ ପାରିବେ। ଏହି ତଥା କଥିତ ପୂଜା କମିଟି କର୍ମକର୍ତା ବା ଲୁଟେରା ଗ୍ୟାଙ୍ଗ…

ଅନୁଗୁଳର ରାସ୍ତାଘାଟର ହିସାବ ଦେଲା ବିଜେପି

ଖାଲି ବିଜେଡ଼ି ସରକାର ଉପରେ ସବୁ ଦୋଷ ଢାଳିଦେଲେ। ରାଜ୍ୟ ସରକାରଙ୍କ ଦାଇତ୍ୱ ଯେଉଁଠି ସେଠି ସେ ନିଶ୍ଚିତ ଭାବରେ ଉତ୍ତରଦାୟୀ। କିନ୍ତୁ କେନ୍ଦ୍ର ସରକାରଙ୍କ ଥିବା ଉତ୍ତରଦାୟିତ୍ୱ ବିଷୟରେ କ କଣ। ଖାଲି ନିର୍ବାଚନ ପାଖେଇ ଆସୁଛି ବୋଲି ନିରୀହ ଲୋକଙ୍କୁ ଭଣ୍ଡେଇବାକୁ ଏପରି ବିବୃତି ଦିଆ ଯାଉଛି। ଏ…

ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ

ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ମାସର ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତା କରିଥିଲେ। ବୈଠକ ରେ ଦୁର୍ଘଟଣା ଜନିତ ମୁଖ୍ୟ କାରଣ ତଥା ରାସ୍ତାଘାଟ ର ଦୂରବସ୍ଥା, ମୋବାଇଲ୍ ରେ କଥା ହେଇ ଗାଡ଼ି…

ମୁରବିଶୂନ୍ୟ ହୋଇ ସ୍ଥିତି ହରାଇଲା ଅନୁଗୁଳ ସହର କେନ୍ଦ୍ରୀୟ ପୂଜା କମିଟି

ପୂଜା ଭଳି ପବିତ୍ର କାର୍ଯ୍ୟରେ ନିଜର ଛୋଟ ଛୋଟ ଅଭିଳାଷ ନ ରଖିଥିଲେ କେବେବି କେନ୍ଦ୍ରୀୟ ପୂଜା କମିଟି ଆଜି ନିଷ୍କ୍ରିୟ ଅବସ୍ଥାରେ ନ ଥାନ୍ତା। ପ୍ରତି ବର୍ଷ ପୁଜା ସମୟରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ବିଷୟରେ ଧ୍ୟାନ ପ୍ରାୟତଃ କାଗଜ କଲମରେ ସିମୀତ ରହୁଥିଲେ ମଧ୍ୟ କେନ୍ଦ୍ରୀୟ ପୂଜା କମିଟି…

କର୍ମଚାରୀଙ୍କୁ ହଇରାଣ କରୁଛି ଟାଟା ପାୱାର ମ୍ୟାନେଜମେଣ୍ଟ

ମାସକୁ ଦରମା ମିଳୁଛି ଦୁଇ ଥରରେ | ଵର୍ଷେ ନ ପୂରୁଣୁ ପୁରୁଣା ଠିକାଦାରଙ୍କୁ ବାହାର କରି ନୂଆ ଠିକା ସଂସ୍ଥାକୁ ଦିଆ ଯାଉଛି କାମ। ଯେତେ ଠିକା ସଂସ୍ଥା ଆସିଲା ସେତେ ନୂଆ ନୂଆ ନୀତି ନିୟମ ବାହାର କଲା। ଟାଟା ପାୱାରର ଏଭଳି ମନମୁଖୀ କାର୍ଯ୍ଯ ପାଇଁ ଠିକା କର୍ମଚାରୀ ମାନେ ହେଉଛନ୍ତି ଶୋଷଣ। ଟାଟା…

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ। ମୃତ ମହିଳା ଜଣଙ୍କ ହେଲେ ସୌଦାମିନୀ ରଥ।ସୌଦାମିନୀ ଘରେ ଏକୁଟିଆ ରହୁଥିଲେ। ଗତକାଲି ରାତିରେ ସୌଦାମିନୀ ନିଜ ଘରେ ଫୋନରେ…

ଦୋକାନ ବନ୍ଦ ସମୟରେ ବନ୍ଧୁକ ମୁନରେ ଲୁଟ

ରାତି ପ୍ରାୟ ୧୦ କି ୧୧ ହେବ । ଦୋକାନ ବନ୍ଦ କରିବା ପରେ ଘରକୁ ବାହାରୁଥିଲେ ଦୁଇ ଭାଇ । ହେଲେ ଏତିକି ବେଳେ ହଠାତ୍‌ ଆସିଯାଇଥିଲେ ୨ ଦୁର୍ବୃତ୍ତ । ଖାଲି ଆସିଥିଲେ ତାହା ନୁହେଁ ବରଂ ସାଙ୍ଗରେ ଆଣିଥିବା ବନ୍ଧୁକ ଦେଖାଇ ଦୋକାନରୁ ଆରମ୍ଭ କରିଦେଇଥିଲେ ଲୁଟ୍‌ପାତ୍‌ । ଏମିତିକି ସୁନା ଚେନ୍‌କୁ…

ମାତିଛନ୍ତି ସମଲିଙ୍ଗୀ ସମ୍ପର୍କ ନାଁରେ ଠକ ଗ୍ୟାଙ୍ଗ: ଆପରେ କରୁଛନ୍ତି ସମ୍ପର୍କ, ଲୁଟୁଛନ୍ତି ଟଙ୍କା

ମାତିଛନ୍ତି ସମଲିଙ୍ଗୀ ସମ୍ପର୍କ ନାଁରେ ଠକ ଗ୍ୟାଙ୍ଗ: ଆପରେ କରୁଛନ୍ତି ସମ୍ପର୍କ, ଲୁଟୁଛନ୍ତି ଟଙ୍କା।ଅନ୍ୟ ସହରକୁ ବ୍ୟାପିଛି କି ଚେର? ସମଲିଙ୍ଗୀ ସମ୍ପର୍କ ରଖିବା ଓ ପରେ ଭିଡିଓ ଭାଇରାଲ କରିବା ଭୟ ଦେଖାଇ ଯୁବକଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୫ ଜଣ ଲୁଟେରା । କେବଳ ଜଣେ…