Webportal

ନାଲକୋ ସ୍ମେଲଟର ପ୍ଲାଣ୍ଟ ରେ ଟ୍ରଲର ଚାପାରେ ଶ୍ରମିକ ମୃତ

ବର୍ତମାନର ଅତି ଦୁଃଖଦାୟକ ଖବର । ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଣ୍ଟ ର କାଷ୍ଟ ହାଉସ ୨ ରେ ଟ୍ରଲର ତଳେ ଚାପି ହୋଇ ମନୋଜ କୁମାର ପାଲ ନାମକ ୪୫ ବର୍ଷୀୟ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମନୋଜଙ୍କ ଘର ପୁରୁଣାଗଡ ରେ। ସୁରକ୍ଷା ବ୍ୟବସ୍ଥା ରେ ରହିଥିବା ତ୍ରୁଟି ପାଇଁ ଏ ଦୁର୍ଘଟଣା ଘଟିଥିବା…

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ

ସାରା ଦେଶରେ ୭୫, ଓଡିଶାରେ ୫ଟି ବତୀଘରର ବିକାଶ କରାଯାଇଛି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ସହିତ ବତୀଘର ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଯୋଡିହେଲା, ବାଲିଯାତ୍ରା ସହିତ ବତୀଘର ଗୁଡିକ ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ପ୍ରତିଫଳିତ କରିବ ଆଜି ପୁରୀରେ ଦୁଇ…

ସାତକୋଶିଆ କୁ ପୁନଶ୍ଚ ଆସିବେ ମହାବଳ ବାଘ

ସାତକୋଶିଆ କୁ ପୁନଶ୍ଚ ଆସିବେ ମହାବଳ ବାଘ।ବାଘଙ୍କ ଭବିଷ୍ୟତ ବିଷୟରେ ଆକଳନ କରିବା ମୁସ୍କିଲ।ବନବିଭାଗ ଅଧିକାରି ମାଲାମାଲ ହେବା ନିଶ୍ଚିତ।ସାତକୋଶିଆ ରେ ଏକ ବଡ଼ ସ୍ବପ୍ନ ଓ ପ୍ରତିଶ୍ରୁତି ସହ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରାଯାଇଥିଲା। କିନ୍ତୁ ସବୁ ଫସର ଫାଟିଗଲା। ବ୍ୟାଘ୍ର ପ୍ରକଳ୍ପ କରାଗଲେ…

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି।ପ୍ରଥମ ଥର ପାଇଁ ବାଇକ ପେଟ୍ରୋଲି ବ୍ୟବସ୍ଥା ଓ ବୁଲିବେ ପୁଲିସର ଶକ୍ତି ବାହିନୀ।ଯୁବା ଏସପି ରାହୁଲ ଜେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଗୁଳ ଜିଲ୍ଲା ପୋଲିସ ଚକିତ ବର୍ଷ ଲକ୍ଷ୍ମୀପୂଜା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରାଇବା…

ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶି ମାର୍ଲେନା

ଦିଲ୍ଲୀର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେଲେ ଆତିଶି  । ଆଜି ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଙ୍କୁ…

ସୁଭଦ୍ରା ଯୋଜନା କେତେ ଲାଭଦାୟକ ?

ସୁଭଦ୍ରା ଯୋଜନା କେତେ ଲାଭଦାୟକ ?ନିରୀହ ମହିଳା ଠକାମୀ ର ଶିକାର ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତରେ ଆସି ନିଜ ଜନ୍ମଦିନକୁ ସ୍ମରଣୀୟ କହିବାକୁ ରାଜ୍ୟରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି।କଣ ସତରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଓଡିଶାର ନିରୀହ ମହିଳା ମାନଙ୍କ ପାଇଁ…

ଭରତପୁର ଥାନା ମାମଲା: ଭିଡିଓ କିଛି କହୁଛି

ଆମକୁ ଭରତପୁର ଥାନା ମାମଲାରେ ମିଳିଥିବା ଭିଡିଓ କିଛି କହିବାକୁ ଚେଷ୍ଟା କରୁଛି। ଭିଡିଓ କୁ ଦେଖିଲେ ସେଦିନ ରାତିରେ ଡିଉଟି ରେ ଥିବା ତମାମ ପୋଲିସ ବାଲାଙ୍କ ଉପରୁ ଆଙ୍ଗୁଠି ଆପେ ଆପେ ହଟୀ ଯାଉଛି।ସମଗ୍ର ରାଜ୍ୟରେ ଚହଳ ପକାଇଥିବା ଭୁବନେଶ୍ବର ଭରତପୁର ଆଦର୍ଶ ଥାନା ମାମଲାର ଭିଡିଓ ଆମ ହସ୍ତଗତ…

ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳକୁ ବୃଦ୍ଧି କଲେ ରାଜ୍ୟ ସରକାର

୧୯୯୦ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଡିଜି ୱାଇବି ଖୁରାନିଆ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ପୁଲିସ ଡିଜି ପଦବୀରେ ରହିବେ । ୨୦୨୪ ଅଗଷ୍ଟ ୧୬ତାରିଖରୁ ତାଙ୍କର ଏହି ୨ବର୍ଷିଆ କାର୍ଯ୍ୟକାଳ ଆରମ୍ଭ ହୋଇଛି ଯାହାକି ୨୦୨୬ ଅଗଷ୍ଟ ୧୬ତାରିଖରେ ଶେଷ ହେବ ।ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି…

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ।କୃଷକ ସମୃଦ୍ଧି ଯୋଜନାରେ ଚାଷୀ ସର୍ବାଧିକ ଲାଭବାନ ହେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ।ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ।ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ସଂଗ୍ରହ ହେବ।ଇ-ବାହନ ଆପ୍‌ ଯୋଗେ ହେବ…

ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ ବିଜ୍ଞାନ ମେଳା- ୨୦୨୪-୨୫ ଅନୁଷ୍ଠିତ

ଅନୁଗୁଳ ସହର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା -୨୦୨୪-୨୫ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଟାଉନ…