Webportal

୧୦ରୁ ବସ୍‌ ଧର୍ମଘଟ

୧୦ରୁ ବସ୍‌ ଧର୍ମଘଟ : ମାଲିକ ସଂଘ।ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ।ଅନିର୍ଦ୍ଦିଷ୍ଟ କାଳ ବସ୍‌ ଧର୍ମଘଟ କରିବାକୁ ମାଲିକ ସଂଘର ଘୋଷଣା।ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା।‘ସରକାର ସଂଘର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଧର୍ମଘଟ’।‘୧୦ ତାରିଖ…

ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ର ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁରେ ଅଭାବନୀୟ ଘଟଣା, ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ର ଆତ୍ମହତ୍ୟା କରିଥିବା ଅଭିଯୋଗ। ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁର ସମରେନ୍ଦ୍ର ସେନାପତି ଏକ ରଙ୍ଗ କମ୍ପାନୀରେ କାମ କରନ୍ତି। କିଛିଦିନ ତଳେ ସେ ଘରକୁ ଆସିଥିଲେ। ଆଜି…

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଅଯୋଗ୍ୟ: ସୁପ୍ରିମକୋର୍ଟ

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଯୋଗ୍ୟ ନୁହେଁ, ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ସମ୍ବିଧାନ ଦେଇଥିବା ଶିକ୍ଷାର ଅଧିକାର ଗୁଣାତ୍ମକ ଶିକ୍ଷାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟଙ୍କ ଏକ ରାୟକୁ…

ନକଲି ସୂଚନା ଅଧିକାର କର୍ମୀ ଗିରଫ

ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ଆଜି ଏସଟିଏଫ ଗିରଫ କରିଛି | ଏହି ଠକରା ନାମ କିଶୋର କୁମାର ମିଶ୍ର ହୋଇଥିବାବେଳେ ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର…

ନବୀନ ଶାସନରେ କଳଙ୍କ: ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗ

ନବୀନ ପଟ୍ଟନାୟକଙ୍କ ଦୀର୍ଘ ଦିନର ଶାସନରେ କଳା ଦାଗ ଲଗେଇଲା ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ। ଦୀର୍ଘଦିନ ହେଲା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦିଆ ଯାଉନାହିଁ ଯାହାକି ଉକ୍ତ କାର୍ଯ୍ୟାଳୟ ଏବଂ ସେଠାକାର ଅଧିକାରୀଙ୍କ ପ୍ରାଥମିକ ବା ମୂଖ୍ୟ ଦାୟିତ୍ଵ ଓ…

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ପିଟିସ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଆଇନସେବା ପ୍ରାଧିକରଣ କମଳାକାନ୍ତ ନାୟକ, ଅନୁଗୋଳ ଡି.ଏସ.ପୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ,…

ଜୀବନସାଥି ଖୋଜିବେ ଅନୁଗୁଳ ଜିଲ୍ଲାପାଳ; ଏଥିପାଇଁ ମିଳିଛି ଅଭିଯୋଗ

ଆଜି ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ରେ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଭିଯୋଗ ଶୁଣାଣୀରେ ଜୀବନ ସାଥି ଖୋଜିବା ପାଇଁ ଅଭିଯୋଗ ଜଣାଇଁଲେ ନୂଆଁପଡା ଗ୍ରାମର ଦିବ୍ୟାଙ୍ଗ ସଞ୍ଜିବ ମହାପାତ୍ର । ସୂଚନା ଯେ, ପ୍ରତ୍ୟେକ ସୋମବାର ବିଭିନ୍ନ ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ…

କଟକ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ରେଡି?

ସକ୍ରିୟ ରାଜନୀତିରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ଚିକିତ୍ସକ ପ୍ରଫେସର୍‌ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।ଡାକ୍ତର ମହାପାତ୍ରଙ୍କୁ ବିଜେପି ରାଜ୍ୟ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି ଯାହାକୁ ନେଇ କଟକ ରାଜନୀତି ହଠାତ ଚଳଚଞ୍ଚଳ ହୋଇ ଉଠିଛି ।ଗୋଆରେ ଥିବା ଡାକ୍ତର ମହାପାତ୍ରଙ୍କ…

ସରପଞ୍ଚ ସଂଘ ଅନୁଗୁଳ ଜିଲ୍ଲା ଗଠିତ

ଅନୁଗୁଳ ଜିଲ୍ଲାର ଆଠଟି ବ୍ଲକକୁ ନେଇ ସରପଞ୍ଚ ସଂଘ , ଅନୁଗୁଳ ଜିଲ୍ଲା ଗଠିତ ହୋଇ ଯାଇଛି । ଆଜି ସହରର ଏକ କଲ୍ୟାଣ ମଣ୍ଡପରେ ଜିଲ୍ଲାର ୨୨୫ ଟି ପଞ୍ଚାୟତରୁ ୧୭୦ ଜଣ ସରପଞ୍ଚ ଉପସ୍ଥିତ ରହି ଏହି ସଂଘ ଗଠନ ହୋଇଥିଲା । ଆଜିର ବୈଠକରେ ସର୍ବସମ୍ମତିକ୍ରମେ ଜ୍ୟାତିର୍ମୟୀ ଦେହୁରୀଙ୍କୁ ସଭାପତି ଭାବେ…

ଅଜଣା ଗାଡି ଧକ୍କାରେ ମହିଳା ମୃତ

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନ୍ ସିପ୍ ଛକ ନିକଟରେ ଅଜଣା ଗାଡି ଧକ୍କାରେ ମହିଳା ଙ୍କ ମୃତୁ ହୋଇଛି। ସୁଚନା ଅନୁଯାୟୀ ବେନ୍ତପୁର ଗ୍ରାମର ମମତା ନାୟକ (୩୫) ଙ୍କ ଏହି ଦୁର୍ଘଟଣା ରେ ମୃତୁ ଘଟିଛି। ଆଜକୁ ୧୦ ବର୍ଷକୁ ହେଲା କାଣ୍ତସର ଗ୍ରାମର ସୋଭାଗିନି ଗୋଛୟତଙ୍କ ଘରେ ମମତା…