Webportal

ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ।

ଭୁବନେଶ୍ୱର ଦୀପାଳି ବାର୍ ଓ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ।କାହିଁକି ରାତି ଅଧରେ ଶୁଭଲକ୍ଷ୍ମୀ ସେଠାକୁ ଯାଇଥିଲେ, ତା’କୁ ନେଇ ଅନେକ ପ୍ରଶ୍ନ।ହୋଟେଲ ରୁମ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଶନିବାର ମିଳିଥିଲା।କିନ୍ତୁ ପରିବାର ଲୋକେ ହତ୍ୟା…

ଭିଡରେ ହିଂସାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ଭିଡରେ ହିଂସାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ : ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସମେତ ୬ରାଜ୍ୟ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ।ଭିଡ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ । ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ୬ ରାଜ୍ୟର ପୋଲିସ ମୁଖିଆଙ୍କୁ ନୋଟିସ୍ କରିଛନ୍ତି ଦେଶର…

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମାଜ ସେବୀଙ୍କ ଆହ୍ୱାନ

ସାରା ବିଶ୍ୱ ଏବେ ଅଶାନ୍ତ ହୋଇ ପଡିଛି। ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ, ପାଶ୍ଚାତ୍ୟ ଦେଶ ଗୁଡିକ ମଧ୍ୟରେ ବିବାଦ ଯୋଗୁଁ ଯୁଦ୍ଧ ଭଳି ପରିସ୍ଥିତି, ଭାରତ ଓ ଚାଇନା ବିବାଦ ଯୋଗୁଁ ସୀମାରେ ଅଶାନ୍ତ ଏବଂ ଭାରତରେ ମଣିପୁର ଭଳି ରାଜ୍ୟରେ ହିଂସା ଏମିତି କେତେ କଣ ପରିସ୍ଥିତି…

ତିନି କିଲୋମିଟର ଶବ ବୁହିଲା ପୋଲିସ

ରାସ୍ତା ନଥିବାରୁ ତିନି କିଲୋମିଟର ଶବ ବୋହିଲା ପୁଲିସ । କୋରାପୁଟ ଲାଠିଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କିଛି ଦିନ ତଳେ ଶବ ସତ୍କାର ପାଇଁ କୋରାପୁଟ ଦଶମନ୍ତପୁର ଅଞ୍ଚଳରେ ଲୋକଙ୍କୁ ନଦୀ ପାର ହେବାକୁ ପଡିଥିଲା । ଆଉ ଏବେ ପୁଣି ସେହିଭଳି ଘଟଣା ଦେଖିବାକୁ ମିଳିଛି ।ଲାଠିଗୁଡ଼ା…

ଶାସନ ବ୍ୟବସ୍ଥା କେମିତିକା ହେବା ଦରକାର? ରାଜ୍ୟ ବିଧାନସଭାର ଉପ-ବାଚସ୍ପତିଙ୍କ ଗାଁ ମଧ୍ୟ ହୋଇପାରିନି ସମ୍ପୂର୍ଣ…

ନିଜ ଗାଁକୁ ସାକ୍ଷର କରିବାରେ ଅସଫଳ ଉପ-ବାଚସ୍ପତି; ବାସଭବନ ଆଗରେ ମଦ୍ୟପଙ୍କ ପୁଲିସକୁ ଆକ୍ରମଣ। ଚାରି ଥର ବିଧାୟକ, ପୂର୍ବରୁ ମନ୍ତ୍ରୀ ରହିଛନ୍ତି, ବର୍ତ୍ତମାନ ରାଜ୍ୟ ବିଧାନସଭାର ଉପବାଚସ୍ପତି ଥିବା ସହ ବାଚସ୍ପତି ଦାୟିତ୍ୱରେ ଅଛନ୍ତି ଅନୁଗୁଳ ରୁ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହ,…

ନିଖୋଜ ନାବାଳକ ର ମୃତଦେହ ଉଦ୍ଧାର; ବଳି ସନ୍ଦେହ: ପୋଲିସ ଗାଡି ଜାଳୀଦେଲେ ଲୋକେ

ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି ନଥିବା ବେଳେ ବଳି ଦିଆ ଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମକ ଜଣେ ମହିଳାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତ…

ଯାଜପୁରରେ ୨ ସାମ୍ୱାଦିକଙ୍କୁ ଆକ୍ରମଣ

ଯାଜପୁରରେ ୨ ସାମ୍ୱାଦିକଙ୍କୁ ଆକ୍ରମଣ। ଆକ୍ରମଣକାରୀ ଶାସକ ଦଳର ସମର୍ଥକ ବୋଲି କୁହାଯାଉଛି।  ଯାଜପୁର  ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଥାନା ନିକଟ ପୋଷ୍ଟ ଅଫିସ ଛକରେ ହୋଇଥିବା  ଅତର୍କିତ ଆକ୍ରମଣରେ ୨ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଦୁଇ ସାମ୍ବାଦିକ…

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ; ସରକାରୀ ଛତ୍ରଛାୟାରେ ବ୍ୟାପକ ଜମି ଘୋଟାଲା

ପ୍ରଭାବଶାଳୀ ଖଣି ବ୍ୟବସାୟୀ ପି.ପ୍ରଭାକରନଙ୍କ ପତ୍ନୀ କିରୁଥାକି ପ୍ରଭାକରନ ସେନା ଓ ମନ୍ଦିର ଜମିକୁ ବି ଛାଡ଼ିନାହାନ୍ତି, ଭୁବନେଶ୍ୱରରେ କିଣିଛନ୍ତି ୩୮ଟି ପ୍ଲଟ୍‌। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ତଥ୍ୟ ଦେବା ସହ ସରକାରୀ ପ୍ରୋତ୍ସାହନରେ ଏସବୁ ଜମି…

OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ

OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ।OPSCର ସଚିବ ଭାବେ ରାମଚନ୍ଦ୍ର ପାଲଟା ନିଯୁକ୍ତ।ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିଲେ ରାମଚନ୍ଦ୍ର।ସେହିପରି ପ୍ରମୋଦ କୁମାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହୋଇଛନ୍ତି।OPSCର ଅଧ୍ୟକ୍ଷ ଥିଲେ ପ୍ରମୋଦ କୁମାର।ଦେବବ୍ରତ ସାହୁଙ୍କ ବଦଳି ଗଞ୍ଜାମ…

ଆସୁଛି ବଡ଼ ବର୍ଷା

ଆସୁଛି ବଡ଼ ବର୍ଷା । ଦୁଇ ଦିନ ପ୍ରବଳ ଛେଚିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ। ୨୬ ରେ ଏହା ଅବପାତ ପରିଣତ ହେବ। ଯାହାର ପ୍ରଭାବରେ ଆସନ୍ତା ୨୬ ଓ ୨୭ ଦୁଇନ ଦିନ ଧରି ସାରା ରାଜ୍ୟ ପ୍ରବଳ ବର୍ଷା ହେବ । ବିଶେଷ କରି ଆସନ୍ତା ୩ ଦିନ ପାଇଁ…