Webportal

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ। ଏହି ସମୟରେ ସେ ବିଭିନ୍ନ ସ୍ଥାନରେ…

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ବିଦ୍ୟାଳୟ ଖୋଲିଥିବାରୁ ପିଲା ପାଳି କରି ଦୁଇ ରାଜ୍ୟର ବିଦ୍ୟାଳୟକୁ ଯାଉଛନ୍ତି। ସପ୍ତାହରେ ୩ଦିନ ଆନ୍ଧ୍ର ସ୍କୁଲ ଆର ତିନିଦିନ ଓଡ଼ିଶା ସ୍କୁଲ ଯାଉଛନ୍ତି। ତେବେ ଆନ୍ଧ୍ର ସ୍କୁଲଗୁଡିକରେ ଓଡ଼ିଆ ସ୍କୁଲ ଅପେକ୍ଷା…

ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର

ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର।ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ବେକରେ ବରଣମାଳା ପକାଇଲେ ମହିଳା। ଆଉ ଥାନା ବାବୁଙ୍କଠାରୁ ନେଲେ ଆଶୀର୍ବାଦ। ଏପରି ବିରଳ ବିବାହ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ।ପୂରା ଘଟଣାଟି ଏମିତି। ଅନୁଗୋଳ ଜିଲ୍ଲା ସାମସିଙ୍ଗା ଗାଁର…

୨୪ ଜିଲ୍ଲାକୁ ଗ୍ରସ୍ତ କରିସାରିବା ପରେ ଏବେ ଆମେରିକା ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ପାଣ୍ଡିଆନଙ୍କ ସହ ଗଲେ…

୨୪ ଜିଲ୍ଲାକୁ ଗ୍ରସ୍ତ କରିସାରିବା ପରେ ଏବେ ଆମେରିକା ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ପାଣ୍ଡିଆନଙ୍କ ସହ ଗଲେ ମନ୍ତ୍ରୀ ଓ ସାଂସଦ।ରାଜ୍ୟର ୨୪ଟି ଜିଲ୍ଲାକୁ ଗସ୍ତ କରି ରାତ୍ରି ରହଣୀ ସହ ଭବ୍ୟ ସମ୍ବର୍ଦ୍ଧନା, ସଭାସମିତି ସହ ପ୍ରକଳ୍ପ ଘୋଷଣା ଆଦି କାର୍ଯ୍ୟକ୍ରମ କରିବା ପରେ…

ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲାରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲାରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ।ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।ଆଜି ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି…

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଙ୍କ ଏବେ ଡେରା

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଏବେ ଡେରା ପକାଇଛନ୍ତି।ସିବିଆଇ, ଇଡି ନଜରରେ ଓଡିଶା।ଚିଟ୍‌ଫଣ୍ଡ ମାମଲା, କଳା ଟଙ୍କା ଠୁଳ ଓ ଆୟକର ଫାଙ୍କି ଅଭିଯୋଗ, ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଲଗାତାର କେନ୍ଦ୍ରୀୟ ସଂସ୍ଥା ସବୁ ଓଡିଶାରେ ସକ୍ରିୟ ଅଛନ୍ତି।ଖୁବ୍ ଶୀଘ୍ର ଚିଟ୍ ଫଣ୍ଡ ଘଟଣାରେ…

କଂଗ୍ରେସ ଭବନ ସାମ୍ନାରେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକଙ୍କ ଜୋରଦାର ବିରୋଧ

କଂଗ୍ରେସ ଭବନ ସାମ୍ନାରେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକଙ୍କ ଜୋରଦାର ବିରୋଧ। ଜଗତସିଂହପୁର ଓ କଟକରୁ ବହୁ ସଂଖ୍ୟାରେ ସମର୍ଥକ ଆସି କଂଗ୍ରେସ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଥିବାବେଳେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକ କଂଗ୍ରେସ ଭବନକୁ ଧସେଇ ପଶିଥିଲେ | ଆଜି କଂଗ୍ରେସ ଭବନରେ…

ହୋଟେଲ ଅଳିଆ କୁ ସେହି ହୋଟେଲ ସାମ୍ନାରେ ପକାଗଲା

ଭୁବନେଶ୍ୱର ରେ  ଏମସି କମିଶନରଙ୍କ ଉପସ୍ଥିତିରେ ଦୋକାନର ଅଳିଆକୁ ଦୋକାନ ସାମ୍ନାରେ ଟ୍ରାକ୍ଟର ଲଗାଇ ପକାଇଛନ୍ତି। କଳ୍ପନା ଛକ ନିକଟରେ ଥିବା ଏକ ହୋଟେଲରୁ ନିର୍ଗତ ଅଳିଆ ଦୀର୍ଘ ଦିନ ଧରି ରାସ୍ତା ଉପରେ ପଡି ରହିଥିଲା, ଯାହା ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ହଇରାଣ ହେଉଥିଲେ। ତେବେ ବିଏମସି…

ମଣିପୁର ଘଟଣା ପାଇଁ ଫେକ ନିୟୁଜ ପ୍ରସାରଣ ଦାୟୀ? କେମିତି ଦେଶ ଫେରିପାଇବ ନୀରୀଙ୍କ ବିଶ୍ୱାସ

ମଣିପୁର ରେ ଘଟିଥିବା ଅବର୍ଣ୍ଣନୀୟ ଜଘନ୍ୟ ଘଟଣା ପାଇଁ ଖବର ପ୍ରସାରଣ କରୁଥିବା ସଂସ୍ଥା ଗୁଡ଼ିକର ଫେକ ନିଉଜ୍ ବା ମିଥ୍ୟା ଖବରର ପ୍ରସାରଣ ଦାୟୀ ବୋଲି ଜାତୀୟ ସ୍ତରର ବରିଷ୍ଟ  ସାମ୍ବାଦିକ ମାନେ ମତ ଦେଇଛନ୍ତି। ଏହି ଭିଡିଓ ୪ ମେ ମାସର ବୋଲି ଜଣାପଡିଛି। ଇଣ୍ଟରନେଟ ବ୍ୟାନ ପାଇଁ ଏ ପର୍ଯ୍ୟନ୍ତ…

ଧରାପଡ଼ିଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା ରାଜନଗରରେ ଧରାପଡ଼ିଲା ମଣିଷଖିଆ କୁମ୍ଭୀର । ଚାନ୍ଦିବାଉଁଶମୂଳ ଚରଡ଼ିଆ ନାଳରୁ ୧୦ ଫୁଟ ଲମ୍ବର କୁମ୍ଭୀରକୁ ଜାଲ ପକାଇ କାବୁ କଲା ବନ ବିଭାଗ । ଧରା ହେବା ପରେ ଭିତରକନିକା ଭିତର ବାଉଁସଗଡ଼ ନଦୀରେ ଛଡ଼ାଗଲା ଏହି କୁମ୍ଭୀରକୁ |ଜୁନ ୨୧ ତାରିଖରେ ଚାନ୍ଦିବାଉଁଷମୂଳ ପଞ୍ଚାୟତର…