Webportal

ଟପ୍ପର ହୋଇଥିବା ପିଲା ପରୀକ୍ଷା ଦେଇଥିବା ବିଷୟର ନାଁ ଜାଣିନାହାନ୍ତି

ସରକାରୀ ନିଯୁକ୍ତି ପରୀକ୍ଷାରେ ଟପ୍ପର ହୋଇଥିବା ପିଲା ପରୀକ୍ଷାରେ କେଉଁ ସବୁ ବିଷୟ ରହିଥିଲା ବୋଲି ପ୍ରଶ୍ନ କରାଯିବାରୁ ସମସ୍ତ ୮ ବିଷୟର ନାଁ କହିବାକୁ ସକ୍ଷମ ହୋଇନାହାନ୍ତି।ମଧ୍ୟପ୍ରଦେଶ କର୍ମଚାରୀ ଚୟନ ବୋର୍ଡ ପକ୍ଷରୁ ଏପ୍ରିଲ ୨୬ରେ ପରୀକ୍ଷା କରାଯାଇଥିଲା। ଏହାର ରେଜଲ୍ଟ ମେ’ ଓ ଜୁନ ମାସରେ…

ହାତୀ ଆକ୍ରମଣରେ ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ପୋକତୁଙ୍ଗା ମନ୍ଦିର ନିକଟରେ ହାତୀ ଆକ୍ରମଣରେ ଆମ୍ଭ ଗ୍ରାମର ଜଣେ ଗୁରୁତର ହୋଇଛନ୍ତି।ସେ ହେଉଛନ୍ତି ଷଣ୍ଢ ଛକର ରାଖେଲ ପ୍ରଧାନ। ଆଜି ସକାଳେ ମନ୍ଦିର ରାସ୍ତା ରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ହାତୀ ଆକ୍ରମଣ କରିଥିଲା।ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି…

ମହୁଲି ନିଶାରେ ଯୁବତୀଙ୍କ ଦରପୋଡା ଶବକୁ ଖାଇଲେ ଦୁଇ ବ୍ୟକ୍ତି

ଶବ ସତ୍କାର ବେଳେ ମହୁଲି ନିଶାରେ ଯୁବତୀଙ୍କ ଦରପୋଡା ଶବକୁ ଖାଇଲେ ଦୁଇ ବ୍ୟକ୍ତି।ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଅଭାବନୀୟ ଘଟଣା।ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ମୃତ୍ୟୁ ପରେ ଗାଁ ମଶାଣିରେ ଶବ ପୋଡା ଚାଲିଥିବା ସମୟରେ…

ନୟାଗଡ଼ ଜିଲ୍ଲାରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ ମିଳିଛି । ଖୁଣ୍ଟୁପଡା ଗାଁ ନିକଟରେ ଥିବା ଛେଳିଆ ଡୁବୁରୀ ପାହାଡ଼ରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ ମିଳିଛି । ଗତକାଲି ଠାରୁ ଏହାର ଅନୁସନ୍ଧାନ ମୂଳକ ଖନନ ଆରମ୍ଭ ହୋଇଛି । ସାଟେଲାଇଟ୍‌ ରିପୋର୍ଟ ଆଧାରରେ ଜିଓଲୋଜିକାଲ ସର୍ଭେ ଅଫ୍‌…

ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ, ବଦଳିଲା ପୋଷାକ ରଙ୍ଗ

ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ, ବଦଳିଲା ପୋଷାକ ରଙ୍ଗ।ଏଣିକି ନବମ-ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟ ମିଳିବ ମାଗଣା ୟୁନିଫର୍ମ। ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧା ପାଇପାରିବେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ…

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ।ପ୍ରତି ପଞ୍ଚାୟତକୁ ମିଳିବ ସ୍ୱତନ୍ତ୍ର ଅନୁଦାନ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରାୟ ୫୬୪୦କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ଆଜି ପୁଣି ୧୨୮୪.୪୯କୋଟି ଟଙ୍କା ଖର୍ଚ୍ଚ କରିବା…

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆଜି ତୃତୀୟ ଥର ପାଇଁ ମହିଳା…

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲା ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ କରି ଆଜି ତୃତୀୟ ଥର ପାଇଁ ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ…

କମିଶନରେଟ ପୁଲିସ ଧରିଲା ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ

କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଗିରଫ ‍ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ ଓରଫ ବିଟୁ…

ଡିଏନ ଗ୍ରୁପ ରେ ଲାଗିଥିବା ଟଙ୍କା କାହାର; ସନ୍ଦେହ ଘେରରେ କିଛି କ୍ଷମତାସୀନ ଅଧିକାରୀ ନେତା

ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢଉ। ଏତେ ପରିମାଣର ଅର୍ଥ ବିନିଯୋଗ ଦେଖି ରାଜ୍ୟ ଆବା କାବା। କେଉଁଠୁ ଆସିଲା ଏତେ ଅର୍ଥ। ଚର୍ଚ୍ଚା ଆରମ୍ଭ ଯେ କିଛି ପ୍ରଶାସନିକ ଅଧିକାରୀ ଏବଂ ନେତା ନିଜର କଳା ଟଙ୍କା ସେଠାରେ ବିନିଯୋଗ କରିଛନ୍ତି। ମହର୍ଷି କଲେଜ…