Webportal

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆଜି ତୃତୀୟ ଥର ପାଇଁ ମହିଳା…

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲା ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ କରି ଆଜି ତୃତୀୟ ଥର ପାଇଁ ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ…

କମିଶନରେଟ ପୁଲିସ ଧରିଲା ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ

କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଗିରଫ ‍ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ ଓରଫ ବିଟୁ…

ଡିଏନ ଗ୍ରୁପ ରେ ଲାଗିଥିବା ଟଙ୍କା କାହାର; ସନ୍ଦେହ ଘେରରେ କିଛି କ୍ଷମତାସୀନ ଅଧିକାରୀ ନେତା

ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢଉ। ଏତେ ପରିମାଣର ଅର୍ଥ ବିନିଯୋଗ ଦେଖି ରାଜ୍ୟ ଆବା କାବା। କେଉଁଠୁ ଆସିଲା ଏତେ ଅର୍ଥ। ଚର୍ଚ୍ଚା ଆରମ୍ଭ ଯେ କିଛି ପ୍ରଶାସନିକ ଅଧିକାରୀ ଏବଂ ନେତା ନିଜର କଳା ଟଙ୍କା ସେଠାରେ ବିନିଯୋଗ କରିଛନ୍ତି। ମହର୍ଷି କଲେଜ…

ସେବାୟତ ବେଶରେ ରଥରେ ଚଢିଥିଲେ ଅଣ ସେବାୟତ

ସେବାୟତ ବେଶରେ ରଥରେ ଚଢ଼ିଥିଲେ ଅଣସେବାୟତ । ମହାପ୍ରଭୁଙ୍କୁ ଛୁଇଁ ଉଠାଇଥିଲେ ଫଟୋ, ଉଠିଲା ପ୍ରଶ୍ନ, ରଥରେ କେମିତି ଚଢ଼ିଲେ ଅଣସେବାୟତ?ରଥଯାତ୍ରା ସରିବା ପରେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ଅନେକ ଭକ୍ତ ରଥ ଉପରକୁ ଚଢିଥିବାର ଫଟୋ ଏବେ…

ବିବାହ ଏକ ମାସ ପରେ ସ୍ତ୍ରୀ ଅନ୍ୟ ପୁରୁଷ ସହ ଫେରାର

ବିବାହ ଏକ ମାସ ପରେ ସ୍ତ୍ରୀ ଅନ୍ୟ ପୁରୁଷ ସହ ଫେରାର ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟଣା ସ୍ତ୍ରୀ ଅଲଗା ଯୁବକ ସହିତ ଫେରାର ହୋଇଯାଇଥିବା ସ୍ୱାମୀ ଆଣିଲେ ଅଭିଯୋଗ ସୂଚନା ଅନୁଯାୟୀ ସିମୁଳିଆ ଥାନା କଞ୍ଚାପଡ଼ା ପଞ୍ଚାୟତ ଅନ୍ତର୍ଗତ ବୀରବ୍ରହ୍ମପୁର ଗ୍ରାମର ରମେଶ ସାହୁଙ୍କ…

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି । ନୟାଗଡ଼ ଓ କଟକରେ ନୂଆ ପୁଲିସ ଏସପିଙ୍କ ନିଯୁକ୍ତି ସମେତ ମୋଟ ୬ଜଣ ପୁଲିସ ଅଫିସର(୫ ଆଇପିଏସ୍ ଓ ଜଣେ ଓପିଏସ)ଙ୍କ ବଦଳି ହୋଇଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୩ ବ୍ୟାଚ୍ ଆଇପିଏସ୍ କେ.ସଫିନ ଅହମ୍ମଦଙ୍କୁ…

ରାଜ୍ୟରେ ଫୁଣି କଙ୍ଗାରୁ କୋର୍ଟ

ଦିନକୁ ଦିନ ଲାଗୁଛି ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରିବା ଉଦ୍ୟମ ଜାରି ରହିଛି। ଆଜି ଯୁଗରେ ରାଜ୍ୟରେ କଂଗାରୁ କୋର୍ଟ ବା ବେଆଇନ ନୃଶଂସ ଭାବେ ଦଣ୍ଡ ଦେବା ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଅଛି। ନିକଟରେ ଅନୁଗୁଳ ଜିଲ୍ଲା ରେ ଏକ ବିଧବା ମହିଳା ଓ ତାଙ୍କ ପ୍ରେମିକ କୁ କଙ୍ଗାରୁ କୋର୍ଟ ରେ ଦଣ୍ଡ…

ଦୁଇ ବସ୍‌ ମୁହାଁମୁହିଁ ଧକ୍କା, ୧୨ମୃତ

ଗଞ୍ଜାମ ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା। ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ। ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି। OSRTC ଓ କନ୍ୟା ଯାତ୍ରୀ ବସ୍‌ ମୁହାଁମୁହିଁ ଧକ୍କା।  ଗଞ୍ଜାମ ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ସରକାରୀ ବସ୍‌ ସହ କନ୍ୟା…

ଭକ୍ତଙ୍କୁ ଅଭଦ୍ର ବ୍ୟବହାର ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ

ଭକ୍ତଙ୍କୁ ଅଶ୍ଳୀଳ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଲିଙ୍ଗରାଜ ଥାନା ପୁଲିସ ୪ ଜଣ ସେବାୟତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର ଓ ପ୍ରକାଶ ବାଟୁ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ଶ୍ରୀଲିଙ୍ଗରାଜ…

ଜାତୀୟ ଜଳ ପୁରସ୍କାର ଘୋଷିତ

ଚଳିତ ବର୍ଷ ଜାତୀୟ ଜଳ ପୁରସ୍କାର ନିମନ୍ତେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଦ୍ୱାରା ଚତୁର୍ଥ ଜାତୀୟ ଜଳ ପୁରସ୍କାର…