Webportal

ତାମିଲନାଡୁରେ ବିଜେପିକୁ ଝଟକା; ଦଳ ଛାଡିଲେ ୧୩ ନେତା

ତାମିଲନାଡୁରେ ବିଜେପିର ମୋଟ ୧୩ ଜଣ କର୍ମକର୍ତ୍ତା ଆଜି ଦଳ ଛାଡି ଏହାର ମେଣ୍ଟ ସହଯୋଗୀ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ)ରେ ଯୋଗ ଦେଇଛନ୍ତି। ଏହି ୧୩ ଜଣ ଦଳୀୟ ନେତା ଚେନ୍ନାଇ ପଶ୍ଚିମରେ ଥିବା ବିଜେପିର ଆଇଟି ଶାଖାର ସଦସ୍ୟ ଥିଲେ। ଏଡାପ୍ପାଡି…

ପଶ୍ଚିମା-ଝଡ଼ ପ୍ରଭାବ ରେ ୯ ଓ ୧୦ ତାରିଖରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପଶ୍ଚିମା-ଝଡ଼ ପ୍ରଭାବରେ ଆସନ୍ତା ୯ ଏବଂ ୧୦ ତାରିଖରେ କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୯ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁରରେ ବର୍ଷା…

ଗାମ୍ବିୟାରେ କଫ୍‌ ସିରପ୍‌ ପିଇ ଶିଶୁ ମୃତ୍ୟୁ ଘଟଣାରେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଦାୟୀ : ରିପୋର୍ଟ

ଗାମ୍ବିୟାରେ କଫ୍‌ ସିରପ୍‌ ପିଇ ଶିଶୁ ମୃତ୍ୟୁ ଘଟଣାରେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଦାୟୀ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାରର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି)। ତଦନ୍ତରେ ଗାମ୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଅଧିକାରୀମାନେ ମଧ୍ୟ ସାମିଲ ଥିଲେ ।…

ମିଛ ଖବରର ପ୍ରସାରଣ ଯୋଗୁଁ ସତ ବଳିପଡୁଛି’: ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ

ଆମେ ଏପରି ଏକ ଯୁଗରେ ରହୁଛେ, ଯେଉଁଠି ଲୋକଙ୍କ ପାଖରେ ଧୈର୍ଯ୍ୟ ଆଦୌ ନାହିଁ, ଲୋକଙ୍କ ସହନଶୀଳତା କମିବାରେ ଲାଗିଛି ଆଉ ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି। ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ଯଦି ଆପଣଙ୍କ ମତକୁ ପସନ୍ଦ କରୁ ନାହାନ୍ତି ତା ହେଲେ…

କୋଭିଡ ଟିକା ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିଥିବା ରୁଷ ବୈଜ୍ଞାନିକଙ୍କୁ ହତ୍ୟା

କୋଭିଡ ଟିକା ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିବାରେ ସହାୟତା କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭ୍‌ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମସ୍କୋରେ ଥିବା ତାଙ୍କ ବାସଭବନର ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଗଳାକୁ ବେଲ୍ଟରେ ବାନ୍ଧି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ରୁଷ…

ମୋଦିଙ୍କ ନାଁରେ ଭୋଟ ମାଗିଲେ ବିଜେପି ନେତାଙ୍କୁ ଚପଲରେ ପିଟ : ହିନ୍ଦୁ ସେନା ମୁଖ୍ୟ

ଆଗାମୀ ଦିନରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବା ବେଳେ ରାଷ୍ଟ୍ରୀୟ ହିନ୍ଦୁ ସେନାର ମୁଖ୍ୟ ପ୍ରମୋଦ ମୁଥାଲିକ ରାଜ୍ୟ ବିଜେପି ନେତାମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କର୍ଣ୍ଣାଟକର ବିଜେପି ନେତାମାନେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଭୋଟ ମାଗୁଛନ୍ତି ବୋଲି ସେ…

ପୂର୍ବତନ ସରପଞ୍ଚଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅନୁଗୁଳ ଜିଲ୍ଲା କିଶୋନଗର ବ୍ଲକ କଣ୍ଟେଇକୁଳିଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କୁମୁଦିନୀ ପ୍ରଧାନ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ପୂର୍ବତନ ସରପଞ୍ଚଙ୍କ ଅଭିଯୋଗ ଯେ, ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ CFC ଏବଂ SFC ଅନୁଦାନରେ ପ୍ରକଳ୍ପ ଗୁଡ଼ିକ…

ହାଇକୋର୍ଟଙ୍କ ରାୟ :ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କ୍ଷତିପୂରଣ ନ ଦେବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ । ଜଳସେଚନ ପ୍ରକଳ୍ପ ପାଇଁ ୬୦ ବର୍ଷ ତଳେ ଜମି ହରାଇଥିଲେ ୧୮୮…

କମ୍ପାନୀ ନାଁରେ ବିକ୍ରି ହେଉଥିବା ନକଲି‌ ଟିଭି ଜବତ, ୨ ଗିରଫ 

ବରଗଡ଼ ସହରରେ ନକଲି ମାଲ୍‌ ବିକ୍ରି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯାହା ସତ ପ୍ରମାଣିତ ହୋଇଛି। ନକଲି ବ୍ରାଣ୍ଡେଡ୍‌ ଟିଭି ସହ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି।  ଅଭିଯୁକ୍ତ ଦ୍ୱୟ ଏମ୍‌ଡି ନସିବ ଓରଫ୍‌ ନସିମ୍‌ ଓ ଏମ୍‌ଡି ଇମ୍ରାନ୍‌। ଉଭୟ ଉତ୍ତରପ୍ରଦେଶ ଗାଜିଆବାଦର…