Webportal

ଭୟାନକ; ଗୁଜରାଟ ରେ ୫ ବର୍ଷରେ ୪୦୦୦୦ ରୁ ଅଧିକ ମହିଳା ନିଖୋଜ

ଗୁଜରାଟରୁ ଅତ୍ୟନ୍ତ ଚକିତ କଲା ଭଳି ଖବର ସାମନାକୁ ଆସିଛି । ଡାଟା ଅନୁସାରେ ଗୁଜରାଟରେ ଗତ ପାଞ୍ଚ ବର୍ଷରେ ୪୦,୦୦୦ରୁ ଅଧିକ ମହିଳା ନିଖୋଜ ହୋଇଛନ୍ତି । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ଡାଟା ଅନୁସାରେ, ୨୦୧୬ରେ ୭,୧୦୫ ଜଣ, ୨୦୧୭ରେ ୭,୭୧୨ ଜଣ, ୨୦୧୮ରେ ୯,୨୪୬ ଜଣ ଏବଂ ୨୦୧୯ରେ ୯,୨୬୮…

ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା ; ଚାଳକ ମୃତ ଆରୋହି ଗୁରୁତ୍ତର

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତ ର ପୁରିକିଆ ଗ୍ରାମର ସୀମା ଅଞ୍ଚଳରେ ଏକ୍ ବାଇକ OR 19 N8302 ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଯାହାଦ୍ୱାରା ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହେବା ସହ ଆରୋହି ଗୁରୁତ୍ତର ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା…

କଲୋନୀ ର ଘର ଭିତରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ

ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପଞ୍ଚାୟତର ଭଣ୍ଡୁବର ଅଞ୍ଚଳ ବିଡ଼ିଓ କଲୋନୀର ପାଚେରି ଡେଇଁ କାର ଜାଳିଲେ ଦୁର୍ବୃତ୍ତ । ସୂଚନା ଯେ, ବିଡିଓ କଲୋନୀ ର ନଳିତେନ୍ଦୁ ବେହେରା ଙ୍କ ଭଡ଼ା ଘରେ ଅରୁଣ କୁମାର ଦାସ ଗତ ୪ ବର୍ଷ ହେଲା ଭଡ଼ା ଘରେ ରହୁଛନ୍ତି । ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି…

ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ

- ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଧରିଲା ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ - ଏହି ଗ୍ୟାଙ୍ଗରେ ଜଣେ ଲୁଟେରା ସହ ୩ କବାଡିଆ ଅଛନ୍ତି - ଏକ ନମ୍ବର ହାଟ ଓ ବିଭିନ୍ନ ପାର୍କର ପାର୍କିଂରୁ ବାଇକ ଚୋରି କରିବା ପରେ ଏହାର ପାର୍ଟ ଖୋଲି କବାଡ଼ିଆଙ୍କୁ ବିକ୍ରି କରୁଥିଲା ମାଷ୍ଟରମାଇଣ୍ଡ…

ୟୁନିୟନ ବ୍ୟାଙ୍କରୁ ୪୦ ଲକ୍ଷ୍ୟ ଲୁଟ

ଜଳେଶ୍ବର ବ୍ୟାଙ୍କରୁ ବଡଧରଣର ଲୁଟ୍ ଅଭିଯୋଗ ହୋଇଛଇ। ଜଳେଶ୍ୱରର ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି । ୮ ଜଣ ଦୁବୃର୍ତ୍ତ ବନ୍ଧୁକ ମୁନରେ ଭୟଭୀତ କରାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଥିବା ସୂଚନା ମିଳିଛି । ବ୍ୟାଙ୍କ କର୍ମଚାରୀଙ୍କୁ ତାଲା…

ଆରମ୍ଭ ହେଲା ଦେଶର ପ୍ରଥମ ୱାଟର ମେଟ୍ରୋ

କେରଳର କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଏହା ପ୍ରଥମ ୱାଟର ମେଟ୍ରୋ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉକ୍ତ ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି…

ପନ୍ଦରଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ

-ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ -ମୋଟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ -ଇସ୍ପାତ ଓ ଖଣି ବିଭାଗ ଅଧିନକୁ ଗଲା ରାଜସ୍ୱ ବିଭାଗ ଅଧିନରେ ଥିବା ଲଘୁ ଖଣିଜ ଦ୍ରବ୍ୟ କାରବାର -ଓଡିଶା ଇଭି ପଲିସି-୨୦୨୧ର ହେବ ସଂଶୋଧନ, ଇ-ଯାନ କ୍ରୟ ଉପରେ ରିହାତି ବୃଦ୍ଧି,…

ବିଜେପି ନେତାଙ୍କ ନୂତନ ପିଢ଼ି ନିର୍ବୋଧ: ନୀତିଶ କୁମାର

ବିଜେପି ନେତାମାନଙ୍କର ନୂତନ ପିଢ଼ିମାନେ ନିର୍ବୋଧ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ‘ବିଜେପି’ ସଭାପତି ସମ୍ରାଟ୍‌ ଚୌଧୁରୀ ଦେଇଥିବା ‘ମିଟ୍ଟି ମେ ମିଲା ଦେଙ୍ଗେ’ (ଓଡ଼ିଆରେ ‘ଧ୍ବଂସ କରିଦେବୁ’) ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି। ନୀତୀଶ…

ଫୁଟେ ଜାଗା ପାଇଁ ବିବାଦର କରୁଣ ପରିଣାମ; ଜଣେ ମୃତ

ଅନୁଗୁଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଉଭୟ ପରିବାର ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ବଡ଼ହିଂସର ଗାଁର ନବିନା ସାହୁ ଓ…

ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ

ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ  ଜାରି ରହିଥିଲା। ତେବେ ଆଜି ୩ମାସ ମଧ୍ୟରେ ଦାବିର ସମାଧାନ କରାଯିବ ବୋଲି ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ଡ୍ରାଇଭର ସଂଘ ସ୍ଥଗିତ ରଖିଛି। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଆନ୍ଦୋଳନରୁ ଡ୍ରାଇଭର ସଂଘ ସ୍ଥଗିତ…