ଏନସିପି ର ବିଜେପି ସହ ମିଶି ନାଗାଲାଣ୍ଡରେ ସରକାର ଗଠନକୁ ନେଇ ଶିବସେନା ନେତା ସଞ୍ଜୟ ରାଉତଙ୍କ ସଫେଇ
ନାଗାଲାଣ୍ଡରେ ଶରଦ ପାୱାରଙ୍କ ଏନସିପି ସରକାରରେ ସାମିଲ ହୋଇଛି । ଏହା ପରେ ସେଠାରେ କୌଣସି ବିରୋଧୀ ଦଳ ନାହାନ୍ତି । ବିଜେପି ଏବଂ ଏନଡିପିପିର ମେଣ୍ଟ ସରକାରରେ ଶରଦ ପାୱାରଙ୍କ ଏନସିପି ମଧ୍ୟ ସହଯୋଗ ଘୋଷଣା କରିଛି । ନାଗାଲାଣ୍ଡରେ ବିରୋଧୀଙ୍କୁ ମିଳିଥିବା ସର୍ବାଧିକ ଆସନରୁ ଏନସିପି ପାଖରେ…