Webportal

ଦେଶର ପ୍ରଥମ; ମୁସଲିମ ମହିଳା ଭାବେ ଯୁଦ୍ଧ ବିମାନ ଚଳାଇବେ ସାନିଆ ମିର୍ଜା

ଇତିହାସ ରଚିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା। ସେ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ସାନିଆ ମିର୍ଜା ଫାଇଟର ଜେଟ୍‌ ଚଳାଇ ରେକର୍ଡ ସୃଷ୍ଟି କରିବେ। ସାନିଆଙ୍କ ବାପା…

ଦିଲ୍ଲୀ ମେୟର ପ୍ରାର୍ଥୀ ଶେଲୀ ଓବରୟ; ଘୋଷଣା କଲା ଆମ୍ ଆଦମୀ ପାର୍ଟି

ବିଜେପି ଠାରୁ ଦିଲ୍ଲୀ ମହାନଗର ନିଗମ ଛଢ଼ାଇ ଆଣିଥିବା ଆପ୍‌ ଆଜି ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ପକ୍ଷରୁ ଶେଲୀ ଓବରୟଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ ଡେପୁଟି ମେୟର ପ୍ରାର୍ଥୀ…

ପୁରୁଷ ହକି ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷିତ

ପୁରୁଷ ହକି ବିଶ୍ୱକପ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା | ଭାରତୀୟ ଦଳର ନେତୃତ୍ୱ ନେବେ ହରମନପ୍ରୀତ ସିଂ । ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ, ଅମିତ ରୋହିଦାସଙ୍କ ସହ ସଂଜୀବ ନିଲମ ଖେସ୍ ବି ଦଳରେ ସାମିଲ୍, ଜାନୁଆରୀ ୧୩ରୁ ରାଉରକେଲା ଓ ଭୁବନେଶ୍ୱରରେ ଖେଳାଯିବ ମ୍ୟାଚ୍ |

ଉତ୍କଳ -ଡି କୋଲ ବ୍ଲକ ପରିଦର୍ଶନ କଲେ ଅନୁଗୁଳ ଜିଲ୍ଲାପାଳ

ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ଛେଣ୍ଡିପଦା ଗ୍ରସ୍ତ ସମୟରେ ଉତ୍କଳ-ଡି କୋଲ ବ୍ଲକ ପରିଦର୍ଶନ କରିଥିଲେ। ଉପ-ଜିଲାପାଳ ଅନୁଗୋଳ ବୈତୁରା ଦୀପଙ୍କ ଉପସ୍ଥିତିରେ ଉତ୍କଳ ଡି କୋଇଲା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ଖଣି କାର୍ଯ୍ୟ ପରିଦର୍ଶନ କରି ସମୀକ୍ଷା…

ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ

ଆଜି ଠାରୁ ଅନୁଗୁଳ ଜିଲାର ବିଭିନ୍ନ ଅଂଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ଵାରା ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ ହୋଇ ଚାଷୀଙ୍କ ନିକଟରୁ ଧାନ କିଣା ଆରମ୍ଭ…

ରାଜଧାନୀ ରେ ଜବରଦଖଲ ଉଚ୍ଛେଦ ଜାରୀ; ପୁଣି ଉଚ୍ଛେଦ ହେଲା ୧୫୦ରୁ ଉର୍ଦ୍ଧ୍ୱ ବେଆଇନ ନିର୍ମାଣ

ରାଜଧାନୀକୁ ଜବରଦଖଲ ମୁକ୍ତ କରିବା ପାଇଁ ଆକ୍ସନ ମୋଡରେ ଏନ୍ଫୋର୍ସମେଣ୍ଟ ଟିମ୍ । ଫୁଟପାଥ୍, ଡ୍ରେନ୍, ରାସ୍ତା ପାର୍ଶ୍ୱ ଓ ଗଳିକନ୍ଦି ବି ଛାଡୁନି ଏହି ସ୍କ୍ବାଡ୍ । ଗୋଟିଏ ଲକ୍ଷ୍ୟ ସହରକୁ ସୁନ୍ଦରଭାବେ ଗଢିତୋଳିବା । ତେଣୁ କାହାରିକୁ ମାଫ୍ କରାଯାଉନି । ଛୋଟ କିମ୍ବା ବଡବଡ ଦୋକାନଗୁଡିକୁ…

ବିଜେପିକୁ ଖଡଗେଙ୍କ ପ୍ରଶ୍ନ; ଦେଶ ପାଇଁ ଆପଣଙ୍କ ଘର କୁକୁର ବି ଜୀବନ ଦେଇଛି କି

ସ୍ବାଧୀନତା ସଂଗ୍ରାମରେ ଆପଣଙ୍କ ଘରର କୁକୁର ବି ଜୀବନ ଦେଇଛି କି? କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ…

ହକି ବିଶ୍ଵକପ ପାଇଁ ଜାନୁୟାରୀ ୧ ରୁ ୧୨ ପର୍ଯ୍ୟନ୍ତ କଟକକୁ ଭାରିଯାନ ପ୍ରବେଶ ଉପରେ କଟକଣା

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ପାଇଁ କଡାକଡି ହେଲା ନିୟମ । ଆସନ୍ତା ଜାନୁୟାରୀ ୧ ରୁ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକ ସହରରେ କୌଣସି ଟ୍ରକ, ଟ୍ରିପର ଟ୍ରାକ୍ଟର,ଟ୍ରେଲର ମାଧ୍ୟମରେ ବାଲି, ଚିପ୍ସ ଓ ଲଘୁ ଖଣିଜ ପଦାର୍ଥ କଟକ ସହର ସୀମା ପରିସର ଏବଂ କଟକରୁ ଭୁବନେଶ୍ୱର ମଧ୍ୟର ପରିବହନ…