Webportal

ଅନୁଗୁଳ ଓକିଲ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ସେମିନାର ଅନୁଷ୍ଟିତ

ଆଜି ଅନୁଗୁଳ ଓକିଲ ସଂଘ ପକ୍ଷରୁ ଆୟୋଜିତ ନୂତନ ତିନୋଟି ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଆଇନ -୨୦୨୩ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସେମିନାର ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘର…

ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର

ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର।ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଓଭର୍ ବ୍ରିଜ ନିକଟରେ ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ। ଯାହା ଫଳରେ ଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଅଁରପାଳ ଥାନା ଅଧୀନସ୍ଥ ତୁଳସୀପାଳ…

ଜାତୀୟ ରାଜପଥ ପୁନର୍ବାର ନେଲା ଜୀବନ

ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ରେ ମୁଣ୍ଡ ଗଡିବା ଥମୁନାହିଁ। ଆଜି ମଙ୍ଗଳବାର ରାତି ପ୍ରାୟ ୧୦ ଟା ରେ ଗୋଟେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ମୃତୁ ବରଣ କରିଥିବା ଖବର ମିଳିଛି।ସୂଚନା ମୁତାବକ ଆଜି ରାତି ପ୍ରାୟ ୧୦ଟା ସମୟରେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅନୁଗୁଳ ସହର ହନୁମାନ ବଜାର…

ଲକ୍ଷ୍ମୀପ୍ରିୟାପୁର ଡକାୟତି ମାମଲାରେ ଅନୁଗୁଳ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଲତା

ଲକ୍ଷ୍ମୀପ୍ରିୟାପୁର ଡକାୟତି ମାମଲାରେ ଅନୁଗୁଳ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଲତା।୯ ଗିରଫ ସହିତ ପିସ୍ତଲ,ମୋବାଇଲ, ଟଙ୍କା,ବାଇକ, କାର, ସୁନା ଓ ରୁପା ଆଦି ଜବତ।ନଭେମ୍ବର ୨୫ତାରିଖ ସୋମବାର ରାତି ୮ଟା ସମୟରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରିୟାପୁର ଗାଁ ର ବିଜୟ ସାହୁ…

କୁନି ଝିଅର ତୃତୀୟ ଜନ୍ମଦିନ ନିଆରା ଭାବେ ପାଳିତ

କୁନି ଝିଅର ତୃତୀୟ ଜନ୍ମଦିନ ନିଆରା ଭାବେ ପାଳିତ।ପିତା ମାତାଙ୍କ ଦ୍ଵାରା ରକ୍ତଦାନ ସହ ଔଷଧିୟ ବୃକ୍ଷ ଚାରା ବଣ୍ଟନ । ନିଜ ଝିଅର ଜନ୍ମଦିନକୁ ସମ୍ପୂର୍ଣ ଅଲଗା ଭାବରେ ପାଳନ କରି ଅନ୍ୟ ମାନଙ୍କୁ ପ୍ରେରଣା ପ୍ରଦାନ କରିବା ସହ ଉଦାହରଣ ସୃଷ୍ଟି କରିଛନ୍ତି ଅନୁଗୁଳର ଏକ ଦମ୍ପତି।ଝିଅର ଜନ୍ମଦିନ…

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ।କେଳେଙ୍କାରି ଲୁଚାଇବାକୁ ଯାଇ ଉତ୍କୋଚ ଦେବାକୁ ପ୍ରୟାସ।ଜନତାଙ୍କ ବୃହତ୍ତର ସ୍ୱାର୍ଥରେ ସରକାର ଜିନ୍ଦଲ ର ପରିଚାଳନା ନିଜ ହାତରେ ନେବାର ଆସିଛି ସମୟ।ଆମର ଏ ଖବର ଦେଖିଲେ ଅନେକଙ୍କ ଶରୀର ଝିମଝିମ ମାରିଯିବ। କାରଣ ଜନତାଙ୍କ ସ୍ବାର୍ଥ ବିରୁଦ୍ଧରେ…

ମା ର ହତ୍ୟାକାରୀ ସାଜିଲା ପୁଅ

ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ…

ସରକାରୀ ଡ଼ାକ୍ତରଖାନାରେ ଏମଆରଆଇ ପାଇଁ ୩ ବର୍ଷ ପରର ତାରିଖ ମିଳିଲା

ଦେଶରେ ସ୍ଵାସ୍ଥ୍ୟ ସେବାର କରୁଣ କାହାଣୀ।ସରକାରୀ ଡ଼ାକ୍ତରଖାନାରେ ଏମଆରଆଇ ପାଇଁ ୩ ବର୍ଷ ପରର ତାରିଖ ମିଳିଲା।ରୋଗ ହେଲେ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ରୋଗୀକୁ ଆବଶ୍ୟକ ସ୍ଥଳେ ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସେତେବେଳକୁ ରୋଗ ବଡି ରୋଗୀର ଅକାଳେ ମୃତ୍ୟୁ ହେବା ମଧ୍ୟ କିଛି…

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ।ଜିନ୍ଦଲ ଏକ ଜାଗା ଚୋର ଜମି ଚୋର: କଂଗ୍ରେସ।ଜିନ୍ଦଲ ବିରୁଦ୍ଧରେ କମ ଦାମରେ ଦରକାର ନ ଥିବା ସତ୍ତ୍ୱେ ଲୋକଙ୍କ ଜମି ହଡ଼ପ ଅଭିଯୋଗ।ଆଜି ବୁଧବାର ଅପରାହ୍ନରେ ଅନୁଗୁଳ ସହର ସର୍କିଟ…

ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ

ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ।ହାତୀ ସୁରକ୍ଷା ଅନୁଦାନ କୁ ପକେଟ ରେ ପୁରାଇ ମନ୍ତ୍ରୀ ଅଧିକାରୀ ମାଲାମାଲ।ଆମେ ଆମ ଖବରରେ ବାରମ୍ୱାର କହିଆସିଛୁ ଯେ ହାତୀ ସୁରକ୍ଷା ନାଁ ରେ ଅଜସ୍ର ଟଙ୍କା ଆସୁଥିବା ବେଳେ ସେହି ଟଙ୍କା ସବୁର ସିଂହଭାଗ ବିଭାଗୀୟ ମନ୍ତ୍ରୀ ଓ ବନବିଭାଗ ର ପଦସ୍ଥ ଅଧିକାରୀ…