Webportal

ମହାନଦୀ ଟି-ସେତୁରେ ଦଳାଚକଟା:ଏସ୍‌ସିବିରେ ଗୁରୁତରଙ୍କୁ‌ ଭେଟିଲେ କଟକ ଜିଲ୍ଲାପାଳ

ବଡ଼ମ୍ବା ନିକଟ ମହାନଦୀର ଟି-ସେତୁରେ ଦଳାଚକଟା ପରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଜି ରାତିରେ ଭେଟିଛନ୍ତି। ଏସସିବିରେ ଭର୍ତ୍ତି ହୋଇଥିବା ୩ ଜଣ ଶିଶୁଙ୍କୁ ଭେଟିଲା ପରେ ଜିଲ୍ଲାପାଳ ଶ୍ରୀ ଚୟନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।…

ଛେଳିକୁ ଦୁଷ୍କର୍ମ କଲା ମଣିଷ

ଗୃହପାଳିତ ଛେଳିକୁ ଦୁଷ୍କର୍ମ କରିବା ପରେ ଛେଳିଟିର ମୃତ୍ୟୁ ଘଟିଥିବା ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପାଶବିକତାର ସୀମା ଟପିଲା ମଣିଷ । ଗୋଟିଏ ପରେ ଗୋଟିଏ ଅମାନୁଷିକ କାଣ୍ଡ କରି ଏହି ଜାତିକୁ କରୁଛି ଅସମ୍ମାନ । ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ…

କେନ୍ଦ୍ର ସରକାରଙ୍କର ଘୋଷଣା ଏମିତି ନା ନିର୍ବାଚନକୁ ଆଖିରେ ରଖି? : ପୁଣି ବର୍ଷେ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା…

କେନ୍ଦ୍ର ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି । ଦେଶର ଗରିବ ଲୋକଙ୍କୁ ମାଗଣା ଶସ୍ୟ ଦିଆଯିବାକୁ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କ୍ୟାବିନେଟ୍‌ ବୈଠକରେ ସୂଚନା ଦେଇ କହିଛନ୍ତି, ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ଦେଶର…

ପୂରଣ ହେବ ଓଡ଼ିଶା ପୁଲିସର ୪୭୯୦ କନେଷ୍ଟବଳ ପଦବି; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆସିଛି। ଖୁବ୍‌ ଶୀଘ୍ର ପୁଲିସ ବିଭାଗରେ ନୂତନ ନିଯୁକ୍ତି ହେବାକୁ ଯାଉଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଦେଶର ପ୍ରଥମ; ମୁସଲିମ ମହିଳା ଭାବେ ଯୁଦ୍ଧ ବିମାନ ଚଳାଇବେ ସାନିଆ ମିର୍ଜା

ଇତିହାସ ରଚିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା। ସେ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ସାନିଆ ମିର୍ଜା ଫାଇଟର ଜେଟ୍‌ ଚଳାଇ ରେକର୍ଡ ସୃଷ୍ଟି କରିବେ। ସାନିଆଙ୍କ ବାପା…

ଦିଲ୍ଲୀ ମେୟର ପ୍ରାର୍ଥୀ ଶେଲୀ ଓବରୟ; ଘୋଷଣା କଲା ଆମ୍ ଆଦମୀ ପାର୍ଟି

ବିଜେପି ଠାରୁ ଦିଲ୍ଲୀ ମହାନଗର ନିଗମ ଛଢ଼ାଇ ଆଣିଥିବା ଆପ୍‌ ଆଜି ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ପକ୍ଷରୁ ଶେଲୀ ଓବରୟଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ ଡେପୁଟି ମେୟର ପ୍ରାର୍ଥୀ…

ପୁରୁଷ ହକି ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷିତ

ପୁରୁଷ ହକି ବିଶ୍ୱକପ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା | ଭାରତୀୟ ଦଳର ନେତୃତ୍ୱ ନେବେ ହରମନପ୍ରୀତ ସିଂ । ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ, ଅମିତ ରୋହିଦାସଙ୍କ ସହ ସଂଜୀବ ନିଲମ ଖେସ୍ ବି ଦଳରେ ସାମିଲ୍, ଜାନୁଆରୀ ୧୩ରୁ ରାଉରକେଲା ଓ ଭୁବନେଶ୍ୱରରେ ଖେଳାଯିବ ମ୍ୟାଚ୍ |

ଉତ୍କଳ -ଡି କୋଲ ବ୍ଲକ ପରିଦର୍ଶନ କଲେ ଅନୁଗୁଳ ଜିଲ୍ଲାପାଳ

ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ଛେଣ୍ଡିପଦା ଗ୍ରସ୍ତ ସମୟରେ ଉତ୍କଳ-ଡି କୋଲ ବ୍ଲକ ପରିଦର୍ଶନ କରିଥିଲେ। ଉପ-ଜିଲାପାଳ ଅନୁଗୋଳ ବୈତୁରା ଦୀପଙ୍କ ଉପସ୍ଥିତିରେ ଉତ୍କଳ ଡି କୋଇଲା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ଖଣି କାର୍ଯ୍ୟ ପରିଦର୍ଶନ କରି ସମୀକ୍ଷା…