Webportal

ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ

ଆଜି ଠାରୁ ଅନୁଗୁଳ ଜିଲାର ବିଭିନ୍ନ ଅଂଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ଵାରା ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ ହୋଇ ଚାଷୀଙ୍କ ନିକଟରୁ ଧାନ କିଣା ଆରମ୍ଭ…

ରାଜଧାନୀ ରେ ଜବରଦଖଲ ଉଚ୍ଛେଦ ଜାରୀ; ପୁଣି ଉଚ୍ଛେଦ ହେଲା ୧୫୦ରୁ ଉର୍ଦ୍ଧ୍ୱ ବେଆଇନ ନିର୍ମାଣ

ରାଜଧାନୀକୁ ଜବରଦଖଲ ମୁକ୍ତ କରିବା ପାଇଁ ଆକ୍ସନ ମୋଡରେ ଏନ୍ଫୋର୍ସମେଣ୍ଟ ଟିମ୍ । ଫୁଟପାଥ୍, ଡ୍ରେନ୍, ରାସ୍ତା ପାର୍ଶ୍ୱ ଓ ଗଳିକନ୍ଦି ବି ଛାଡୁନି ଏହି ସ୍କ୍ବାଡ୍ । ଗୋଟିଏ ଲକ୍ଷ୍ୟ ସହରକୁ ସୁନ୍ଦରଭାବେ ଗଢିତୋଳିବା । ତେଣୁ କାହାରିକୁ ମାଫ୍ କରାଯାଉନି । ଛୋଟ କିମ୍ବା ବଡବଡ ଦୋକାନଗୁଡିକୁ…

ବିଜେପିକୁ ଖଡଗେଙ୍କ ପ୍ରଶ୍ନ; ଦେଶ ପାଇଁ ଆପଣଙ୍କ ଘର କୁକୁର ବି ଜୀବନ ଦେଇଛି କି

ସ୍ବାଧୀନତା ସଂଗ୍ରାମରେ ଆପଣଙ୍କ ଘରର କୁକୁର ବି ଜୀବନ ଦେଇଛି କି? କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ…

ହକି ବିଶ୍ଵକପ ପାଇଁ ଜାନୁୟାରୀ ୧ ରୁ ୧୨ ପର୍ଯ୍ୟନ୍ତ କଟକକୁ ଭାରିଯାନ ପ୍ରବେଶ ଉପରେ କଟକଣା

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ପାଇଁ କଡାକଡି ହେଲା ନିୟମ । ଆସନ୍ତା ଜାନୁୟାରୀ ୧ ରୁ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକ ସହରରେ କୌଣସି ଟ୍ରକ, ଟ୍ରିପର ଟ୍ରାକ୍ଟର,ଟ୍ରେଲର ମାଧ୍ୟମରେ ବାଲି, ଚିପ୍ସ ଓ ଲଘୁ ଖଣିଜ ପଦାର୍ଥ କଟକ ସହର ସୀମା ପରିସର ଏବଂ କଟକରୁ ଭୁବନେଶ୍ୱର ମଧ୍ୟର ପରିବହନ…

ଫିଫା ବିଶ୍ବକପ୍‌-୨୨:ତୃତୀୟ ଥର ପାଇଁ ଆର୍ଜେଣ୍ଟିନା ବିଶ୍ବ ବିଜେତା, ଫ୍ରାନ୍ସକୁ ହରାଇ ଇତିହାସ ରଚିଲା

ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି। ୩୬ ବର୍ଷ ପରେ ଆର୍ଜେଣ୍ଟିନା ଇତିହାସ…

ହକି ବିଶ୍ବକପ୍‌: ଆଜିଠାରୁ ଅଫ୍‌ଲାଇନ୍‌ରେ ଟିକେଟ୍‌; କଳିଙ୍ଗ ଷ୍ଟାଡିୟମର ୮ ନଂ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ୬ ନଂ…

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଉଭୟ ହକି ଖେଳାଳି ଓ ଦର୍ଶକମାନେ ପୁଣି ଥରେ ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଆଜି ଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ।…

ଅନୁଗୁଳରେ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ(ମହିଳା ଓ ପୁରୁଷ)

ରାଜ୍ୟରେ ହକି ମହାକୁମ୍ଭ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଜିଲା ମାନଙ୍କରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏନେଇ ଅନୁଗୁଳ ସହରରେ ମଧ୍ୟ ଜୋରଦାର ମୁକାବିଲା ଦେଖିବାକୁ ମିଳିବ। ଅନେକ ପ୍ରତିଭାବାନ ମହିଳା ଓ ପୁରୁଷ କବାଡି ଖେଳାଳିଙ୍କୁ ଦେଖିବ ଅନୁଗୋଳ। ଦୀର୍ଘ…

ପ୍ରାରମ୍ଭିକ ଛୋଟିଆ ମତାନ୍ତର ପରେ ସଫଳତାର ସହ ଅନୁଷ୍ଠିତ ହେଲା ଅନୁଗୁଳ ଜିଲ୍ଲା  ପ୍ରଶାସନ ଓ ସାମ୍ବାଦିକ ସମୂହ କ୍ରିକେଟ…

ଶନିବାର ପ୍ରାତଃ ସମୟରେ ଅନୁଗୁଳ ସାମ୍ବାଦିକ ସମୂହ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ତେବେ ୧୫ଓଭର ବିଶିଷ୍ଟ ଏହି ମ୍ୟାଚରେ ସାମ୍ବାଦିକ ଦଳକୁ…

ବନାଗ୍ନି ନିରାକରଣ ଏବଂ ସୁରକ୍ଷା ପରିଚାଳନା କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ଜିଲ୍ଲା ସ୍ତରୀୟ କମିଟିର ବୈଠକ

ଆସନ୍ତା ଗ୍ରୀଷ୍ମ ରୁତୁରେ ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ୍ତ କରିବା ତଥା ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁଗୁଳ ଜିଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି…