Webportal

ପାଠପଢା ନାଁରେ ଶୋଷଣ କରୁଛି ବାଇଜୁସ୍!; ସିଇଓଙ୍କୁ ସମନ ଜାରି

ଅନଲାଇନ୍ ଲର୍ଣିଂ ପ୍ଲାଟଫର୍ମ ବାଇଜୁସ୍ ର ସିଇଓଙ୍କ ବିରୋଧରେ ଶୋଷଣ ଅଭିଯୋଗ । ଏନେଇ ତାଙ୍କୁ ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର)ଙ୍କ ପକ୍ଷରୁ ସମନ ଜାରି କରାଯାଇଛି । ଆସନ୍ତା ସପ୍ତାହରେ ହାଜର ହେବାକୁ ବାଇଜୁସ୍ ସିଇଓ ରବିନ୍ଦ୍ରନଙ୍କୁ ନୋଟିସ୍ ଦିଆଯାଇଛି । ତେବେ…

ବିଷାକ୍ତ ମଦ ରୋକିବା ପାଇଁ ଲୋକଙ୍କୁ ଦିଆଯିବ ସ୍ୱାସ୍ଥ୍ୟକର ଦେଶୀ ମଦ: ସୁପ୍ରିମକୋର୍ଟରେ ପଞ୍ଜାବ ସରକାରଙ୍କ ବୟାନ

ବିହାରରେ ମଦ ବ୍ୟାନ ହୋଇଛି। ଏହା ସତ୍ତ୍ବେ ବିଷାକ୍ତ ମଦ ପିଇ ବିହାରର ସାରଣ ଏବଂ ସିୱାନ ଜିଲ୍ଲାରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟରେ ପଞ୍ଜାବର ଆପ୍‌ ସରକାର ମଦ ସଂପର୍କରେ ଏକ ଅଜବ ଯୁକ୍ତି ରଖିଛନ୍ତି। ଭଗୱନ୍ତ ମାନ ସରକାରଙ୍କ ପକ୍ଷରୁ…

ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ଦୁର୍ନୀତି: ସ୍ବାମୀ ଯନ୍ତ୍ରୀ, ସ୍ତ୍ରୀ କର୍ପୋରେଟର; ୩ ସଂପର୍କୀୟଙ୍କ ଭାଗରେ ୭୬%…

ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ବିନା ଟେଣ୍ଡରରେ ସବୁଠୁ ଅଧିକ ଅର୍ଥାତ୍‌ ୪୨ଟି କାମ ପାଇଥିବା ମୋନାଲିସା ବେହେରା ହେଉଛନ୍ତି ୧୬ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇ ବାସୁଦେବ ବେହେରାଙ୍କ ପତ୍ନୀ। ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ହେଉଛନ୍ତି ଆର୍‌…

ନାଗରିକମାନଙ୍କର ସ୍ୱାଧୀନତା ଉପରେ ଏବେ ବି ପ୍ରଶ୍ନ ଉଠୁଛି: ଅମିତାଭ ବଚ୍ଚନ

ସାଧାରଣତଃ ରାଜନୈତିକ ବିବାଦରୁ ନିଜକୁ ସବୁବେଳେ ଦୂରେଇ ରଖିଥାଆନ୍ତି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ। କିନ୍ତୁ କାଲି କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଉତ୍ସବରେ ନାଗରିକର ସ୍ବାଧୀନତା ଏବଂ ଅଭିବ୍ୟକ୍ତିର ସ୍ବାଧିନତା ଉପରେ ଏକ ବିଶେଷ ମନ୍ତବ୍ୟ ଦେଇଛନ୍ତି। ବର୍ଷିୟାନ…

ଜାନୁଆରି ୧ରୁ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା

ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ…

ଭୁବନେଶ୍ବରରେ ମଶା ମାରିବା ପାଇଁ ନିୟୋଜିତ ହେବ ଡ୍ରୋନ

ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ମଶା ମାନଙ୍କର ବଂଶ ବଢ଼ିବାରେ ଲାଗିଛି । ଫଳରେ ମ୍ୟାଲେରିଆ, ଡେଙ୍ଗୁ ଆଦି ଜ୍ୱର ଦ୍ରୁତ ଗତିରେ ବ୍ୟାପିବାର ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ମଶା ମାରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରୁଛନ୍ତି । ତେବେ ଏହି ମଶା ମାରିବା କାମରେ ବର୍ତ୍ତମାନ ଡ୍ରୋନ…

ଅନୁଗୁଳ ସରକାରୀ ଡାକ୍ତରଖାନା; ଚିନ୍ତା ବେସରକାରୀ

ବର୍ତ୍ତମାନ ପରିସ୍ଥିତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥରେ ବୁଲିଆସନ୍ତୁ। ଆପଣଙ୍କୁ ଲାଗିବ ସତେ ଯେମିତି ପୁରୁଣା ଇଂରେଜ ଶାସନ ଫେରିଆସିଛି। ରୋଗୀଙ୍କୁ ନେଇ ପହୁଞ୍ଚିଥିବା ଦୁଇ, ତିନି ଓ ଚାରିଚକିଆ ଯାନ ଗୁଡିକୁ ଭଲକରି ଛିଡା ହେବା ପୁର୍ବରୁ ସୁରକ୍ଷା କର୍ମୀ ମାନେ ଉଠେଇ ନେବା ପାଇଁ…

ଅନୁଗୁଳରେ ଷଷ୍ଠଥର ପାଇଁ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍‌ସିପ୍ ୨୦୨୨

ଅନୁଗୁଳରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍‌ସିପ୍ – ୨୦୨୨ ଅନୁଷ୍ଠିତ ହେବ । ଏହି ଚମ୍ପିଆନ୍‌ସିପ ଚଳିତମାସ ୧୪ରୁ ୧୭ ପର୍ଯ୍ୟନ୍ତ ସ୍ଥାନୀୟ ଟେବୁଲ ଟେନିସ୍ ଏକାଡେମୀ ତଥା ଇନ୍‌ଡୋର ହଲ୍ ( ଅନୁଗୁଳ ଷ୍ଟାଡିୟମ୍ ନିକଟସ୍ଥ ) ରେ ଆୟୋଜନ ହେବ । ଓଡ଼ିଶା ରାଜ୍ୟ ଟେବୁଲ ଟେନିସ…

ଆରମ୍ଭ ଦକ୍ଷିଣ ଓଡ଼ିଶାରୁ; ଏବେ ଅନୁଗୁଳରେ: ସ୍ବାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ପଞ୍ଚାୟତରେ ସାମନ୍ତ ସାହିର ଦିଗାମ୍ବର ବାରିକ ଙ୍କ ପୁଅ ମାନସ ବାରିକ ଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ (୨୨) ଧାରଣା ରେ ବସିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ସେ ଜୋସ୍ନା ସାହୁ ଏବଂ ମାନସ ବାରିକ ପରସ୍ପର ଭଲ ପାଉଥିଲେଏବଂ କୋର୍ଟ ରେ ବିବାହ…